ବଣମଲ୍ଲୀର ମହକ - ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର

0

ପ୍ରେମ ରଙ୍ଗ ବୋଳିହେବା – ପ୍ରଣତି ମହାପାତ୍ର

ପ୍ରେମ ଫଗୁଣରେ ଉନ୍ମାଦିତ ହୋଇ ପ୍ରେମ ରଙ୍ଗ ବୋଳିହେବା, ସାରା ଜୀବନକୁ ରଙ୍ଗମୟ କରି ନାନା ରଙ୍ଗେ ବୁଡିଯିବା। ଆ ଲୋ ମିତଣୀ ଭୁଲି ରାଗରୋଷ ପ୍ରେମରଙ୍ଗେ ହେବା ମାତାଲ୍, କିଛି ସମୟ ତ ପାଗଳାମୀ କରି ରଙ୍ଗୀନ କରିଦେବା ମାହୋଲ। ଉଚ୍ଚ ନୀଚ ଜାତି ପ୍ରଥା...

0

ଏଇ ରଙ୍ଗ ସାତ ଜନମକୁ – ଗୋପାଳ ଚନ୍ଦ୍ର ସାଓ

ବସନ୍ତେ ଫଗୁଣ ଫଗୁଣେ ଅବିର ଆସିଛି ଖୁସି କୁ ନେଇ… ପ୍ରୀତି ରଙ୍ଗରେ ବୋଳି ରେବା ରଙ୍ଗ କୃଷ୍ଣ କୃଷ୍ଣ ନାମ ଗାଇ… ହାତରେ ଧରିଛି ରଙ୍ଗ ଅବିର ମନରେ ମିଠା ଆଶା… ବରଷ କୁ ଥରେ ହୋଲି ଆସିଛିରେ ନେଇ ସାତ ରଙ୍ଗ ମିଶା… ତୁମ...

1

ଫଗୁଣ ଆସିଲେ – ଡକ୍ଟର ଲକ୍ଷ୍ମଣ ସାହୁ

ଫଗୁଣ ଆସିଲେ ଭାରି ଭଲ ଲାଗେ ତମେ ପାଖେ ଥିଲେ ମୋର ମୁଠିଏ ଅବିର ଦେହେ ବୋଳି ଦେଲେ ସ୍ମୃତି ହେବ ମୋ ପ୍ରେମର । ଅଛୁଆଁ ଦେହକୁ ଛୁଇଁ ଦେବ ଥରେ ପ୍ରୀତି ରଙ୍ଗ ଫଗୁ ନେଇ ଭିଜା ଦେହ ମୋର ରଙ୍ଗରେ ଭିଜିବ ପ୍ରେମେ...

2

ସାତ ରଙ୍ଗର ସପନ – ପବିତ୍ର କୁମାର ନାୟକ

ରଙ୍ଗର ପସରା ସଙ୍ଗେ ନେଇ ପୁଣି ଆସିଛି ଫଗୁଣ ହୋଲି ସରାଗରେ ଥରେ ବୋଳିଦିଅ ରଙ୍ଗ ସବୁ ହେଇଯିବ ନାଲି !! ମନରେ ରଖିଛ କି’ଅବା ଭୁଲିଛ ରଙ୍ଗଭରା ସେଇ ଦିନ ବୋଳିଥିଲି ସାତ ରଙ୍ଗ ଟିକେ ଟିକେ କରିଥିଲ ବୋଲି ମାନ !! ଏକା ଏକା...

0

ରଙ୍ଗର ପସରା ମେଲି ଫଗୁଣେ ଆସିଛି ହୋଲି – ସଦାନନ୍ଦ ସାହୁ

ପ୍ରେମଫଗୁ ସବୁ ରଖିଛି ସାଇତି ତୋ’ଦେହରେ ଦେବି ବୋଳି, ବରଷକେ ଥରେ ଆସିଛି ହୋଲି ଲୋ ଏ ସୁଯୋଗ ଛାଡିବିନି ॥ ସ୍ନେହଁ ପ୍ରେମ ସବୁ ଦେବା ଲୋ ଅଜାଡି ପ୍ରେମର ମନ୍ତର ଗାଇ, ଦୁନିଆଁ ଜାଣିବ ଆମ ରଙ୍ଗ ଛିଟା ଲାଗିଲେ ଛାଡିବ ନାଇଁ ॥...

1

ହୋଲି – ଶ୍ରୀନିବାସ ବିଶ୍ଵାଳ

ଭାବିଥିଲି ଇନ୍ଦ୍ରଧନୁ ଠାରୁ ଆଞ୍ଜୁଳାଏ ରଙ୍ଗ ଉଦ୍ଧାର ମାଗି ଲେପିଦେଇ ଥାନ୍ତି ତୁମ ସର୍ବାଙ୍ଗରେ, ସେ କିନ୍ତୁ ଈର୍ଷାରେ ମନାକଲା ତଥାପି ସରିନାହିଁ ଅଦମ୍ୟ ଆକାଂକ୍ଷା ମୋର, ମୋ ଆବେଗ ଭରା ହୃଦୟର ସବୁଯାକ ପ୍ରେମ ରଙ୍ଗ ବୋଳି ଦେବି ତୁମ ଦେହେ, ଖାଲି ତୁମେ ଯାହା...

3

ପ୍ରୀତିର ସ୍ଵାକ୍ଷର ସୁହାଗ ସିନ୍ଦୁର – ସଦାନନ୍ଦ ସାହୁ

ପ୍ରୀତିର ସ୍ଵାକ୍ଷର ସୁହାଗ ସିନ୍ଦୁର ସିନ୍ଥି ରେ ନାଇଚି ମୋର, ଏ ତ ପ୍ରେମର ପ୍ରତୀକ ତୁମ ସମର୍ପଣ ଦେଇଚି ନୂଆ ଜୀବନ ॥ ପ୍ରେମ ପୂଜାରିଣୀ ସାଜିଛି ମୁଁ ଆଜି ସାତ ଜନମର ସାଥୀ, ପ୍ରେମଫଗୁ ସବୁ ବୋଳିଛି ଦେହରେ ମନ ତ ଯାଇଚି ମାନି...

କବି – ସତ୍ୟରଞ୍ଜନ ଦାସ 0

କବି – ସତ୍ୟରଞ୍ଜନ ଦାସ

ଫୁଲ.. ମାଳୀର ଈଶ୍ୱର.. ବଡପଣ୍ଡାର ଚନ୍ଦ୍ର, ସୂର୍ଯ୍ୟ.. ଆକାଶର ପାହାଡ, ଜମି, ଜଳ, ସଂପଦ.. କମ୍ପାନୀର ପୃଥିବୀ ମଝିରେ ଠିଆ ହୋଇଛି ଜଣେ.. ଏସବୁକୁ କହୁଛି ମୋର ମୋର !!! ତାକୁ ପାଗଳ ନ କହି ତମେ କବି କହି ପାର !!! ସତ୍ୟରଞ୍ଜନ ଦାସ, ଦେଓକରଣ...

0

ଶିଶୁ କବିତା – ଆମ ସଂପଦ – ଧ୍ରୁବ ଚରଣ ବେହେରା

ନଦୀ ବଞ୍ଚାଇବା ଆମେରେ ଭାଇ ଗଛ ଲତା କତେ ଦେବା ଲଗାଇ ।। ଖାଲି ଅଛି ଯେତେ ଗୋଚର ଜମି କୃତିମ ଉପାଏ ହସିବ ଭୂମି ।। କେତେ ନଈ ନାଳ ଗଲାଣି ସୁଖି ହା ହା କାର ମାଡି ଆସିବ ଦେଖି ।। ନଦୀ ଚାରି...

0

ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ – ଇଂ ବିଦ୍ୟାଧର ପଣ୍ଡା

ଋମ୍ଭା ଓ ମେନକା ଝୁରୁଥିଲେ ସଦା ଦେବ ସଭା ସମୟରେ ଉର୍ବଶୀ ଗଲାଣି ଚଉବନ ବର୍ଷ ଫେରିବା ନାହିଁ ମନରେ ହୋଲିଖେଳ ମୋଟେ ଜମୁନାହିଁ ଏଠି ଈନ୍ଦ୍ର ଦିଶନ୍ତି ଉଦାସ ବହୁତ ହେଲାଣି ଶ୍ରୀଦେବୀ ନାଟକ ପକାଅ ଯମର ଫାଶ ଧରାରେ ବି’ ଆଉ ହୋଲିଖେଳ ନାହିଁ...