ବଣମଲ୍ଲୀର ମହକ - ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର

0

ରଥ-ପଥ-ଜଗନ୍ନାଥ – ନୀଳିମା ନିବେଦିତା

ସମସ୍ତେ ରଥ, ପଥ, ଜଗନ୍ନାଥରେ ବ୍ୟସ୍ତ ଆଉ ମୁଁ ଦେହକୁ ଦେହୀରେ ଯୋଡ଼ିବାରେ, ଚୁପ୍ ଚାପ୍ ବସିଛି, ମୋ ଆୟତ ବାଲକୋନୀରେ…. ଯେଉଁଠୁ ଦିଶେ ନୀଳ କନ୍ଦର ଭିତରେ ଭକ୍ତିରେ ଲୀନ ବିଶ୍ଵାବସୁ ଶବର, ଯେଉଁଠୁ ଶୁଭେ ଚୈତନ୍ୟର କୃଷ୍ଣ ନାମ ତାଳେତାଳେ ଶ୍ରାବଣର ନୂପୁର, ଯେଉଁଠି...

0

ଆସରେ ଗଢିବା ନୂଆ ଭାରତ – ଶରତ ଚନ୍ଦ୍ର ଜାଲି

ଆସରେ ଗଢିବା ନୂତନ ଭାରତ ସଭିଏଁ ମିଳିତ ହେଇ ନୂତନ ଚେତନା ନବୀନ ଭାବନା ହୃଦୟେ ଉଠିବ ଚେଇଁ ॥ ଅଖଣ୍ଡ ଭାରତ ଖଣ୍ଡବିଖଣ୍ଡିତ ହେବାକୁ ତ ଦେବାନାହିଁ ମୁକ୍ତିର ବାରତା ସ୍ୱରାଜ୍ୟପତାକା ଉଡି ବାଣ୍ଟୁଥିବ ଯହିଁ ॥ ହିନ୍ଦୁ,ମୁସଲମାନ,ଶିଖ୍,ଖ୍ରୀଷ୍ଟିୟାନ ଭାଇଚାରା ଭାବ ନେଇ ବଞ୍ଚିବା ମରିବା...

0

ପ୍ରେମରେ ପଡିଲା ପରେ – ପ୍ରଶାନ୍ତ କୁମାର ନାଥ

ପ୍ରେମରେ ପଡିଲା ପରେ ମୁଁ ହଜିଗଲି ମୋ ନିଜ ଭିତରେ ହଜିଲା ମନକୁ ଖୋଜି ମୁ ଜାଣିଲି ମନ ରହିଗଲା ତୁମରି ଠାରେ । ପ୍ରେମରେ ପଡିଲା ପରେ ମନ ଲାଗିଲାନି କେଉଁ କାମରେ ଅବୁଝା ମନକୁ ବୁଝେଇ ଦେଖିଲି ତୁମକୁ ଝୁରୁଛି ପ୍ରତି ମୁହୂର୍ତ୍ତରେ ।...

0

ଠାକୁରେ ଯାଉଛ କାହିଁ – ପ୍ରସନ୍ନ କୁମାର ମାଦଳା

ଠାକୁରେ ଯାଉଛ କାହିଁ ରହିବ କି ଟିକେ ମାଗୁଅଛି ଭିକେ ଦୁଃଖ ଶୁଣାଇବା ପାଇଁ । ନବଦିନ ପାଇଁ ମନ୍ଦିରୁ ବାହାରି ସାରିଲ ତ ଯାତ୍ରା ଶୁଣିଲ କାହାରି ଆକୁଳ ଭାରତେ ସନ୍ତାନ ଆରତେ ସହନ୍ତି ଟାପରା ଟାହି ବାହୁଡି ଯାଉଛ କାହିଁ ? ଆର୍ତ୍ତତ୍ରାଣ ତୁମେ...

0

ତ୍ରିରଙ୍ଗାରେ କଳଙ୍କର ଛିଟା – ସିଦ୍ଧେଶ୍ଵର ତ୍ରିପାଠୀ

ଭାରତ ସ୍ୱାଧୀନ ହେବା ପରଠାରୁ ଏ ମାଟିରେ ତ୍ରିରଙ୍ଗା ଉଡୁଛି ଗାଁ’ ଠୁ ସହର ସବୁଠି ପ୍ରଗତି ଆମ ଦେଶ ଆଗକୁ ବଢୁଛି । ହେଲେ ନିରେଖି ଚାହିଁଲେ ଥରେ ତୁମେ ଦେଖି ପାରିବ ଆମ ଦେଶର ବାସ୍ତବ ଚିତ୍ରକୁ ମାଟି ପାଣି ପବନରେ ବିଷ ଏଇ...

0

ବ୍ୟଙ୍ଗ କବିତା – ଷଣ୍ଢ – ରମାକାନ୍ତ ମିଶ୍ର

ବାଲି ବା ମାଟି ଗଦାକୁ ଦେଖିଲେ ଷଣ୍ଢ ର ସିଂଗ ସିଉଳେଇ ହୁଏ ଷଣ୍ଢ ମାନେ ରହି ପାରନ୍ତି ନାହିଁ ଖାଲି ଗର୍ଜନ କରି ମାଟି ଗଦାକୁ ସିଂଗ ରେ ବିଦାରି ପକାନ୍ତି ଆଉ ଗୋଡ଼ରେ ଆଡେଇ ଵିଭତ୍ସ୍ୟ ପରିସ୍ଥିତି ସୃଷ୍ଟି କରନ୍ତି କଣ୍ଟକିତ ଗଛ ଟିଏ...

0

ସ୍ୱାଧୀନତାର ଅନ୍ତରାଳେ – ଉଷାରାଣୀ ପଣ୍ଡା

କୋଇଲି କିଆଁ ଆଜି ଏତେ ଲୋ ଚହଳ କୋଣ ଅନୁକୋଣେ ଉଡେ ତ୍ରିରଙ୍ଗା ଚିରାଳ (ଲୋ କୋଇଲି) ଖଞ୍ଜନପକ୍ଷୀ ପରାୟ ହୋଇ ଖଚମିଛ କଥାରେ ପେଟ କି ପୂରଇ (ଲୋ କୋଇଲି) ଗଉନ୍ତିଆ ଜନଙ୍କ ଭାଷଣ ଗଗନମଣ୍ଡଳୁ ସତେ ଖସିବ ତାରା ଜହ୍ନ (ଲୋ କୋଇଲି) ଘଡିକ...

0

ଶେଷ ଘଣ୍ଟାକୁ ପ୍ରତୀକ୍ଷା – ରମେଶ ଚନ୍ଦ୍ର ମିଶ୍ର

ଶେଷ ଘଣ୍ଟାକୁ ପ୍ରତୀକ୍ଷା —————- ସୃଷ୍ଟିର ସକଳ ସୌନ୍ଦର୍ଯ୍ୟର ନିର୍ଯାସରେ ମୁଁ ସୃଷ୍ଟିହେଲି ମୋର କେହି ଶତ୍ରୁ ରହିବେନି ବୋଲି ଘୋଷଣା କରିଦିଆଗଲା ସଂବାଳୁଆର ଜୀବନ-ଚକ୍ରର ବିପରୀତ ଗତିରେ ମୁଁ ଜୀବନ ଜୀଇଁଲି ଚାରୋଟି ପର୍ଯାୟରେ ଚାରି ପ୍ରକାର ପୁରୁଷ ସଂସର୍ଗରେ । ଶୈଶବ- ————– ମୋ...

0

ସ୍ଵାଧୀନତା – ଜିତେନ୍ଦ୍ର ସାହୁ

ସ୍ବାଭିମାନୀ ଆମେ ଆମ ଦେଶ କାମେ ଲଗେଇ ଦେବା ଏ ପ୍ରାଣ, ମାଟି ମାଆ କୋଳେ ତ୍ରିରଙ୍ଗାର ତଳେ ସର୍ବେ ରହି ନେବା ପଣ,,।। ଧିକାରି ସ୍ବାର୍ଥକୁ ଆହ୍ବାନେ ଶତ୍ରୁକୁ ସମ୍ମୁଖେ ହୋଇବା ଠିଆ, ଦେଶ ପ୍ରୀତି ଭାବ ଜଣାଇ ଯେ ଦେବ ଭାରତ ଆମରି ମାଆ,,।।...

0

ଅଣୁଗଳ୍ପ – ଅଗଷ୍ଟ ପନ୍ଦର – ଡକ୍ଟର ସୁମନ୍ତ କୁମାର ପାଢୀ

ଅଗଷ୍ଟ ୧୫ ଦିନ ପରିବହନ ମନ୍ତ୍ରି ବଡ଼ି ସକାଳୁ ବାହାରି ପଡ଼ିଲେ ମୁଖ୍ୟ ଅତିଥି ରୁପେ ଫୁଲନଗର ଡାକ୍ତର ଖାନା ଶୁଭାରମ୍ଭ ତଥା ସ୍ଵାଧୀନତା ଦିବସର ଅଭିଭାଷଣ ରଖିବାକୁ । ଆଗରୁ ସେଠି ସବୁ ବ୍ୟବସ୍ଥା ସରିଥାଏ । କର୍ମୀ ମାନେ ସୁଉଚ ମଞ୍ଚ ଆଉ ବର୍ଷାରୁ...