ବଥା

ଗୋପାଳ ସେନ, ଶିକ୍ଷକକୟଥପଲ୍ଲା, ଖୋରଧା ନବରଙ୍ଗପୁର ନହରକଣ୍ଟାନଗଡା କହୁଛି ଅସଲ କଥାଆରେ ନିଲଠା,ବେକାରୀ ନିଆଁ ଘରେଘରେ ଜଳେଚାଷି ହରାଉଛି କୂଳ ବେଉସା ॥ ନୋଟ ବନ୍ଦୀ ର ଯାତରା ଦଳଯତୁଗୃହେ ଭରି ନିଆଁ ନାଛିଲାଣିମହାପାତ୍ରେ…

ବାର୍ଦ୍ଧକ୍ୟ – ଅଜୟ କୁମାର ସାହୁ

ଅଜୟ କୁମାର ସାହୁଚାନ୍ଦପୁର, ନୟାଗଡ ମୋର ଅତି ଆପଣାର ପାଠକ ପାଠିକା ମାନଙ୍କୁ ସାଦର ପ୍ରଣାମ । ଏହି ଶିକ୍ଷକଟିକୁ ଆପଣ କିଛି ମାତ୍ରାରେ ଅନୁମାନ କରିପାରୁଥିବେ । ମୁଁ ଲେଖିବାରେ ଏତେ ମାହାରତ…

ଭଙ୍ଗା ହୃଦୟ

ଦାଶରଥି ସାହୁବଡସାହି, କଳମ୍ବ ସଭିଏଁ କହିଲେ ନିଜେ ନିଜ କଥାପ୍ରେମ ମାନେ ଏଠି ଧୋକାସାତ ରଙ୍ଗ ପରେ ଅଷ୍ଟମ ରଙ୍ଗଜଳନ୍ତା ଅଗ୍ନିର ଶିଖା..॥ କେବେ ପ୍ରେମ ବାଈଚଢେଇର ବସାକେବେ ହୁଏ ଲୋକ ହସାହସ ଲୁହ…

ଅଭିମାନ

ଲିପା ଦଳାଈ, ହାଇଟେକ ନର୍ସିଙ୍ଗ କଲେଜ, ଭୁବନେଶ୍ଵର ପହିଲି ଦେଖାର ହୋଇନାହିଁ ଶେଷମନ ହେଲାଣି ସନ୍ଦେହୀମନରେ ମନରେ ରହିଗଲା ସବୁଦେଲାଣି ମନ ଭିଜେଇ ॥ ନୀରବତା ଆଜି ଶବ୍ଦର ସହରେଗଲା ସେ ବେଦନା ଦେଇବୁଝାଇ…

ମାତାଲ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଗଳ୍ପ ରଚନା – ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋରଧା ମଧ୍ୟରାତ୍ରିର ଅସରାଏ ବର୍ଷା ପରେ ରାତ୍ରିର ନିଶବ୍ଦ ପ୍ରହରଟା ବେଙ୍ଗ ମାନଙ୍କର କେଁ-କଟର ରଡିରେ କୋଳାହଳମୟ ହୋଇ ଉଠୁଥାଏ । ସାରା ଗାଁ ର ସରଳ…

ଲୁହରୁ ସମୁଦ୍ର ଯାଏଁ

ସୌମ୍ୟ ସାରସ୍ଵତ ଦାଶ, ଚମ୍ପୁଆ, କେଉଁଝର ଆଉ କେତେ ବା କାନ୍ଦିବ,ଏ ଭଙ୍ଗା ଆକାଶ,ସାତ ଦିନ, ସାତ ବର୍ଷ ନା ସାତ ଯୁଗ ?ପ୍ରତି ପକ୍ଷରେ ରୂପ ବଦଳଉ ଥିବା,ନିର୍ଲ୍ଲଜ ଚନ୍ଦ୍ରମା ପାଇଁ…ସେ ଯେଉଁ…

ରେ ମନ – ଅଜୟ କୁମାର ସାହୁ

ଅଜୟ କୁମାର ସାହୁ, ଚାନ୍ଦପୁର, ନୟାଗଡ କି ପାଇଲୁ ତୁହି ଏ ଛାର ସଂସାରେ ରହିଯିବ ନାହିଁ କିଛି ସବୁ ଯିବ ଏଠି ରହି ।ଯେତେ ଗର୍ବ ଅଭିମାନ ଦମ୍ଭ ଯେ ତୋହରମୃତ୍ୟୁର ଧକାରେ…

ସମାଧାନ – ବନମାଳା ପଟ୍ଟନାୟକ

ଜୀବନ ଯୁଦ୍ଧ ଭୂମେ ମନ ସେନାନୀ ନେଇଦମ୍ଭ ସାହାସକୁ ସେନାପତି ବୋଲାଇକଣ୍ଠ ତୂଣୀ ମଧ୍ୟେ ବାକ୍ୟ ବାଣ ଭରିସମ୍ମୁଖ ସମରକୁ ଆସିଲି ଡରିମରି । ପ୍ରଣୟ ରଣ ଶିଙ୍ଘା ବାଜିଲା ଘନଘନନିନ୍ଦା ଅପବାଦ ଗୁଳିଗୋଳା…