ପର ବୁଦ୍ଧିରେ ମୃତ୍ୟୁ – ଲଳିତା ଜେନା

lalita jena

lalita jena

ଜନ୍ମ ତାରିଖ : ତା-୦୬-ଜୁନ-୧୯୭୮, ଗ୍ରାମ - ପଟିଆ ଭୁବନେଶ୍ୱର ଦୂରଭାଷ : ୯୦୯୦୩୪୮୦୭୧ ଶ୍ରୀମତୀ ଲଳିତା ଜେନା ଓଡ଼ିଆ ସାହିତ୍ୟ ରଚନା କରିବାରେ ଜଣେ ସୁଲେଖିକା ତାଙ୍କର ରଚିତ ପାରମ୍ପରିକ "ପର୍ବପର୍ବାଣୀ" ଓ "ବାରମାସର ଲୀଳା" ବହିଟି ଶିଶୁ ଓ କିଶୋର ମନକୁ ଛୁଇଁଲା ଭଳି ବହିଟି । ଏଥିରେ ଚଉରାଳିଶିଟି ଛୋଟ ବଡ଼ କବିତା ମଧ୍ୟରେ ଅନେକ ଶିକ୍ଷଣୀୟ କଥା ଭରି ରହିଛି ଶ୍ରୀମତୀ ଜେନା ଭୁବନେଶ୍ବର ସ୍ଥିତ ପଟିଆ ଗ୍ରାମରେ ଜନ୍ମ ଓ ଅବସ୍ଥାନ କରନ୍ତି , ଶ୍ରୀମତୀ ଜେନା ଜଣେ ସାଧାରଣ ଗୃହିଣୀଟିଏ ହେଲେ ମଧ୍ୟ ଯାବତୀୟ କର୍ମ ଜଞ୍ଜାଳରୁ କିଛି ସମୟ ବାହାର କରି ଲେଖାଲେଖି କରନ୍ତି ଉତିଷ୍ଠିତ , ଚିହ୍ନ ଶିଶୁପ୍ରତିଭା , କୁନି କଥା , ଓ ତାଙ୍କର ପାଞ୍ଚଖଣ୍ଡ ବହି ରଚିତ "ଗାଁ ସୁରଭି" , "ଗୀତି ଚାଙ୍ଗୁଡି" , "ପଟିଆ ଗଡ଼ ମୋ ଜନ୍ମଭୂଇଁ" ।

You may also like...

1 Response

  1. ପିଲାମାନଙ୍କ ପାଇଁ ଶିଖିବାର କବିତାଟିଏ

Leave a Reply

Your email address will not be published. Required fields are marked *