ନିଜର ବେଶ ଭୂଷା ଦେଖେଇ ଭାବୁଛ ନିଜକୁ ହିରୋ
କିନ୍ତୁ ତୁମ ଭିତରେ ଦେଖିଲେ ଅଟ ତୁମେ ଜିରୋ ।
ଏକ ଝିଅକୁ ପଟେଇ ଗର୍ବିତ ରୋମିଓ ସାଜିଛ
ନିଜ କୁ ନିଜେ କେତେ ଯେ ଗର୍ବିତ କରୁଅଛ ।
ପ୍ରେମ ଅଟଇ ନୁହେଁ ଜନ୍ମ ଜନ୍ମ ଜନ୍ମାନ୍ତର
ପ୍ରେମିକା ବି ଦିନେ କହିବ ମୁ କିଏ ତୁମର ।
କେତେ ଠକିବ ଦୁଃଖରେ ଅଛି ଜଞ୍ଜାଳରେ ଅଛି
କିନ୍ତୁ ପାଗଳ ପ୍ରେମିକ ତା ପାଇଁ କେତେ ଝୁରୁଛି ।
ଜାଣିନାହିଁ ତା ମନ ଭିତର ଭିତିରିଆ ପ୍ରକୃତି
ଜାଣିଲେ ରହିପାରିବୁନି ପିଟିହେବୁ ନିଜ ଛାତି ।
ଦିନେ ଲାଗୁଥିଲା ତା କଥା ସବୁ ମହୁ ମିଠା
କିନ୍ତୁ ଆଜି ବନେଇ ଦେଇଛି ଗୋଟେ ଚୋଠା ।
ସଞ୍ଜୟ ନାଏକ
ରଏନଗୁଡା, କୋକସରା, କଳାହାଣ୍ଡି
ମୋ-୮୨୬୦୪୩୮୨୭୩
Commenti