top of page

କଥା ଏତିକି - ପ୍ରଥମ ଭାଗ

Writer's picture: Biranchi Narayan MishraBiranchi Narayan Mishra

Updated: 3 days ago

କୁଣିଆ ମଇତ୍ରରେ ଘର ଉଛୁଳି ପଡୁଛି । ଚିତ୍ରଲେଖା ମନରେ ସୁଖ ନାହିଁ । ଶ୍ରାବଣୀର ଏପର୍ଯ୍ୟନ୍ତ ଦେଖାନାହିଁ । ସମସ୍ତେ ପଚାରୁଛନ୍ତି ଶ୍ରାବଣୀ କଥା । କି ଉତ୍ତର ଦେବ ଚିତ୍ରଲେଖା । ନା କହିପାରୁଛି ନା କାନ୍ଦିପାରୁଛି । ସତରେ କଣ ଶ୍ରାବଣୀର ଅନୁପସ୍ଥିତ ଚିତ୍ରଲେଖାକୁ ଦୁଃଖ ଦେଉଛି ?


ନା.... ଚିତ୍ରଲେଖା ଭାବନାର ଉପସ୍ଥିତ ହିଁ ତାକୁ ଦୁଃଖ ଦେଉଛି । [କ୍ରମଶଃ...]


ବିରଞ୍ଚି ନାରାୟଣ ମିଶ୍ର

ଭୁବନେଶ୍ୱର

Comments

Rated 0 out of 5 stars.
No ratings yet

Add a rating
bottom of page