Generic selectors
Exact matches only
Search in title
Search in content

ଶ୍ରୀ ଗଣେଶ – ଗଗନ ବିହାରୀ ନାୟକ

ଜୟ ଗଣେଶ ଜୟ ଗଣେଶ ଜୟ ଶ୍ରୀ ଗଣେଶ... ପ୍ରଭୁ ମହାକାୟ ଜ୍ଞାନର ନିଳୟ ପ୍ରଣାମ ଶ୍ରୀପଦେ ହେ! ପ୍ରଭୁବିଘ୍ନେଶ ତୁମେ ଜ୍ଞାନ ଦେବ ପୂଜ୍ଯ ଅଗ୍ରେ ...
ସମ୍ପୁର୍ଣ୍ଣ ପଢନ୍ତୁ

ପାନ୍ଥଶାଳା – ଗଗନ ବିହାରୀ ନାୟକ

ପାନ୍ଥଶାଳା କାନ୍ଥେ କାହିଁକି ଲେଖିଲ ନାଆଁ । ଲିଭେଇ ଦେବ ସେ ପୂବେଇ ମେଘଟା ବହି ତା'ପୂବେଇ ବାଆ (0) ଦିନଥିଲା ତୁମେ କଥା ଦେଇଥିଲ ଛାଡିବନି ...
ସମ୍ପୁର୍ଣ୍ଣ ପଢନ୍ତୁ

ତୁମ ଚିଠି – ଗଗନ ବିହାରୀ ନାୟକ

ଦିନ ଥିଲା ତୁମେ ଚିଠି ଲେଖୁଥିଲମନରେ ଅନେକ ସପନ ନେଇ।ପ୍ରୀତିର କଜଳେ ଲେଖୁଥିଲ ତୁମେମରମ ତଳର ଦରଦ ବହି ॥ପାରୁନି କହି ମୁଁ ପାରୁନି ରହିପ୍ରେମର ଯାତନା ...
ସମ୍ପୁର୍ଣ୍ଣ ପଢନ୍ତୁ

ସଂକ୍ରାନ୍ତି ପୁରୁଷ – ଗଗନ ବିହିରୀ ନାୟକ

(ବୃତ୍ତ-ମଙ୍ଗଳେ ଅଇଲା ଉଷା)ଧନ୍ଯ ସଂକ୍ରାନ୍ତି ପୁରୁଷ ତୁମ ଦାନତ ଅଶେଷତୁମେ ସେନାପତୀ ଥିଲଭାଷା ସାହିତ୍ଯେଧନ୍ଯ ଗାଁ ମାଟି ତୁମରନାମ ଯା'ମଲ୍ଲୀକେଶ୍ବରତୁମ ପିତାମାତା ପାଦେ  କୋଟି ଜୁହାରଧନ୍ଯ ତୁମ ଶିକ୍ଷା ...
ସମ୍ପୁର୍ଣ୍ଣ ପଢନ୍ତୁ

ଜୟ ମହିଷାମର୍ଦ୍ଧିନୀ ଦୂର୍ଗା – ଗଗନ ବିହାରୀ ନାୟକ

ଜୟ ମା' ମହିଷା ମର୍ଦ୍ଧିନୀ,ଦୁଷ୍ଟ ସଂହାରିଣୀ ମାଆ...ଶାରଦୀୟ ଏହି ବିଜୟ ବେଳାରେହୋଇଥିଲ ତୁମେ ସାହା ।।0।।ଉଦ୍ଧାରିଲ ଧରା କଉଣପ ନାଶି,ବଧିଲ ଅସୁରେ ପାହିଗଲା ନିଶି ।।ଚଣ୍ଡ ମୁଣ୍ଡକୁ ...
ସମ୍ପୁର୍ଣ୍ଣ ପଢନ୍ତୁ

ଧୋକା – ଗଗନ ବିହାରୀ ନାୟକ

 ନିଜ ହାତେ ଗଢି ନିଜେ ବାଲିଘର      ଭାଙ୍ଗିବାକୁ ନୁହେଁ ଇଛା ।ବାଲିଘର ସିଏ ଭାଙ୍ଗିଯିବ ଦିନେ   ପାଇଲେ ପବନେ ଧକ୍କା ।।0।।ମୂକ୍ତା ବୋଲି ଭାବି ...
ସମ୍ପୁର୍ଣ୍ଣ ପଢନ୍ତୁ