Generic selectors
Exact matches only
Search in title
Search in content

ତପସ୍ୱୀ ଗ୍ରୀଷ୍ମ – ହେମନ୍ତ କୁମାର ବରାଇ

କୁସୁମିତ କୁସୁମାକର ଚିର ଲାଳିତ୍ଯ ସନ୍ଧ୍ଯା ସନ୍ଧ୍ଯାରାଗ ସନ୍ଧ୍ଯାପୁଷ୍ପୀ ରେ ଭୂଷିତ || ପ୍ରସାରି ନାକପ୍ରଭା ପ୍ରଭାରେ ଶୋଭନୀୟ ପ୍ରକୃୃତି କୃତି ଧରି ଭୂଧର ତନମୟ || ...
ସମ୍ପୁର୍ଣ୍ଣ ପଢନ୍ତୁ

ସୂର୍ଯ୍ୟ – ହେମନ୍ତ କୁମାର ବରାଇ

ଭଗବାନ ବିରାଟଙ୍କ ନୟନୁ ଯାହାର ଅଭିବ୍ୟକ୍ତି ସେ ଜ୍ୟୋତିଧନ ସହସ୍ରକର ।। ଭାରତୀୟ କର୍ମନିଷ୍ଠ ଦ୍ବିଜାଦି ଜଗତ କରନ୍ତି ଯା'ନାମେ ଦିବ୍ୟାଞ୍ଜଳୀ ନିବେଦିତ ।। ସମସ୍ତ ଚରାଚର ...
ସମ୍ପୁର୍ଣ୍ଣ ପଢନ୍ତୁ

କାବ୍ୟ – ଅରୁକ୍ଷ (ଣ-ଚମ୍ପୁ) – ହେମନ୍ତ କୁମାର ବରାଇ

(ଣ-ଚମ୍ପୁ) (ପ୍ରଥମ ଭାଗ) ରାଗ-ତୋଡି ପରଜା/ଆଦିତାଳଅମରେଶାନନ ଚାହିଁ ପଦ୍ମାସନ ଏ ସୁତ ଆମ୍ଭ ଭଗାରୀଅଖଣ୍ଡ ପ୍ରତାପ ନାହିଁ ପରିମାପ ନାଶିବ ଆମ୍ଭ ଭଗାରି ||ଅରାତି ନାଶିବ ଅଗ୍ରଗଣ୍ୟ ...
ସମ୍ପୁର୍ଣ୍ଣ ପଢନ୍ତୁ

ଅରୁକ୍ଷ କାବ୍ୟରୁ ‘ଢ’ ଚମ୍ପୂ – ହେମନ୍ତ କୁମାର ବରାଇ

"ଢ" ରାଗ - ଗୌଡା/ତାଳ -ଝୁଲାଢଙ୍ଗ ଦେଖି ଅଙ୍ଗଜ ଦୀପ୍ତ ଶରୀର ତୋଷ                 ନଭୁ ପୁଷ୍ପବୃଷ୍ଟି ଯେ ...
ସମ୍ପୁର୍ଣ୍ଣ ପଢନ୍ତୁ

”ଅରୁକ୍ଷ”କାବ୍ୟରୁ “ଡ”ଚମ୍ପୁ – ହେମନ୍ତ କୁମାର ବରାଇ

(ରାଗ - ଭାଟିଆରୀ/ଆଠତାଳି)ଡହଳବିକଳ ସୁରଗଣ,ଡ ଧର ସୁତେ ଦେଖ୍ ପ୍ରସନ୍ନଡକା କରି ଗଙ୍ଗା କୂଳେ ଅନେକଉତ୍ସବ କଲେକ ଚତୁରାନନ ||ଡ ନାଶି ମନୁ ହୋଇ ହରଷ,ଡ ପ୍ରକାଶି ...
ସମ୍ପୁର୍ଣ୍ଣ ପଢନ୍ତୁ

ଅରୁକ୍ଷ କାବ୍ୟ ରୁ “ଠ” ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ - ତୋଡି ଦେଶାକ୍ଷ (ଆଠ ତାଳି)ଠଉରାଇ ପ୍ରଜାପତି       ଜଳୁ ମଞୁଷା ଝଟତି        ଅଣାଇ କଲେକ ଯାହା ଉଚିତ ରେ ...
ସମ୍ପୁର୍ଣ୍ଣ ପଢନ୍ତୁ