Generic selectors
Exact matches only
Search in title
Search in content
post
page
Filter by Categories
ପ୍ରାଚୀନ କାହାଣୀ
ବଣମଲ୍ଲୀ ୱେବ ପୋଷ୍ଟ

କରିଦିଅ ହେ ନିଃଶେଷ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେ ମୋ ପ୍ରେମ ର ପ୍ରଥମ ହସ ତୁମେ ମୋ ପ୍ରେମର ଆଦ୍ୟ ପରଶ ତୁମେ ମୋ ପ୍ରେମର ପ୍ରଥମ ଅଧ୍ୟାୟ ତୁମେ ମୋ ପ୍ରେମର ପ୍ରଥମ ...
ସମ୍ପୁର୍ଣ୍ଣ ପଢନ୍ତୁ

ହଜିଗଲା ପରିଚୟ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜହ୍ନ ର ଜୋଛନା ରଜତ ରୋଷଣୀ କଇଁଫୁଲ ଫୁଟା ରାତି ମନ୍ଦ ମନ୍ଦ ଛନ୍ଦେ ଅନିଳ ପରଶେ ପ୍ରକୃତି ଉଠୁଛି ହସି ସୁପ୍ତ ନିଶିଥିନୀ ନିର୍ଜନ ବେଳାରେ ...
ସମ୍ପୁର୍ଣ୍ଣ ପଢନ୍ତୁ

ସେହି ଚିଲିକା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନୀଳାମ୍ବୁ ଶୋଭିତ ସୁନାବ୍ୟା ସୁନ୍ଦରୀ ଚାରୁଚିତ୍ର ମୟୀ ଚିଲିକା ମରାଳ ମାଳିନୀ ଉତ୍କଳ କମଳା ବିଳାସ ଦୀର୍ଘିକା ଚିଲିକା ।। ଦୂର ଦିଗ୍-ବଳୟ ସୀମାନ୍ତ ବିସ୍ତୃତ ମନଲୋଭା ...
ସମ୍ପୁର୍ଣ୍ଣ ପଢନ୍ତୁ

କବିତା – ମୋ ଜନ୍ମଭୂମି

ମାଟିର ମଣିଷ ମାଟି ମାଆ କଥା କହୁଛି କହିବି ଏ ପିଣ୍ଡରୁ ପ୍ରାଣ ଯିବା ଯାଏଁ । ଜନ୍ମ ଭୂଇଁ ର ଗୈାରବ ଗରିମା ଗାଉଛି ଗାଇବି ...
ସମ୍ପୁର୍ଣ୍ଣ ପଢନ୍ତୁ

ହତଜ୍ଞାନ

କାହିଁକି ମଣିଷ ମନରେ ହିଂସା କାହିଁକି ଅସୂୟା ଭାବ କାହିଁକି ଜୀବନ ଜଳଇ ଅଦିନେ ଉତ୍ତର କିଏସେ ଦେବ ।। ଆଳସ୍ୟ ର ବସବର୍ତ୍ତି ହୋଇ ନର ...
ସମ୍ପୁର୍ଣ୍ଣ ପଢନ୍ତୁ

କରୋନାରୁ ରଖ ମହାବାହୁ

କରୋନା ରୁ ରଖ ମହାବାହୁ କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା ---------- -------------------- ---------- ଦେଖ ଦେଖ ଜଗନ୍ନାଥ ତୁମ ସଂସାର ଗଢି ଅଛ ...
ସମ୍ପୁର୍ଣ୍ଣ ପଢନ୍ତୁ