Generic selectors
Exact matches only
Search in title
Search in content
post
page
Filter by Categories
ବଣମଲ୍ଲୀ ୱେବ ପୋଷ୍ଟ

ତୁମ ପ୍ରତୀକ୍ଷାରେ – ପ୍ରଶାନ୍ତ କୁମାର ନାଥ

ଜହ୍ନବି ଉଠିଛି ଫୁଲବି ଫୁଟିଛିଆକାଶେ ହସୁଛି ତାରାହେଲେ ତୁମ ବିନା ଲାଗୁଅଛି ମୋତେସବୁତ ଅଧା ଅଧୁରା ।ମନେପଡେ ପ୍ରିୟା ତୁମ ପ୍ରୀତିଛୁଆଁତୁମେ ଛାଡି ଗଲାପରେତୁମ ସେହି ସ୍ମୃତି ...
ସମ୍ପୁର୍ଣ୍ଣ ପଢନ୍ତୁ

ଆସିଛି ଆଜି ନୂଆ ବରଷ – ପ୍ରଶାନ୍ତ କୁମାର ନାଥ

ଆସିଛି ଆଜି ନୂଆ ବରଷସଭିଙ୍କ ମନେ ଭରି ହରଷବିଦାୟ ନେଇ ଯାଉଛି ଅଠରଉଣେଇସି ଦେବ ମିଠା ପରଶ ।ଗୁମୁରି କାନ୍ଦେ ଅଠର ମନଉଣେଇସିର ମନ ଉଚ୍ଛନ୍ନଗାଆଁ ଠୁ ...
ସମ୍ପୁର୍ଣ୍ଣ ପଢନ୍ତୁ

ବିଦାୟ ୧୮ ସ୍ୱାଗତ ୧୯ – ପ୍ରଶାନ୍ତ କୁମାର ନାଥ

ଆକାଶେ ଉଇଁବ ନୂତନ ସୂରୁଜରାତି ଗଲା ପରେ ପାହିନୂଆ ଭାବନାରେ ମନଟା ନାଚିବପୁରୁଣାକୁ ଭୁଲି ଯାଇ ।କ୍ୟାଲେଣ୍ଡର ପୃଷ୍ଠା ଯିବତ ବଦଳିନୂଆ ଗୋଟେ ଆସିଯିବଦୁଇ ହଜାର ଅଠର ...
ସମ୍ପୁର୍ଣ୍ଣ ପଢନ୍ତୁ

କ୍ଷୁଦ୍ରଗଳ୍ପ – ଗରିବ – ପ୍ରଶାନ୍ତ କୁମାର ନାଥ

ଗୁରିଆ ପ୍ରଧାନ ଦିନ ମଜୁରିଆଟେ । ମୁଲ ଲାଗି ପେଟ ପୋଷେ । କେତେବେଳେ କାମ ମିଳିଲେ ଦି ମୁଠା ଶାନ୍ତିରେ ଖାଏ ତ କାମ ନମିଳିଲେ ...
ସମ୍ପୁର୍ଣ୍ଣ ପଢନ୍ତୁ

କ୍ଷୁଦ୍ରଗଳ୍ପ – କନ୍ୟାରତ୍ନ – ପ୍ରଶାନ୍ତ କୁମାର ନାଥ

ବିଶ୍ୱଜିତ ନାୟକ ଗୋଟେ ନାମିଦାମୀ କମ୍ପାନୀର ମାଲିକ । ଭଲ ରୋଜଗାର  । ୩୫ ବର୍ଷ ବୟସରେ ସେ ବିବାହ କରନ୍ତି ଶିଳ୍ପପତି ବିଜୟ ରାଉତଙ୍କ ଝିଅ ...
ସମ୍ପୁର୍ଣ୍ଣ ପଢନ୍ତୁ

କୁଆଁର ପୁନେଇଁ – ପ୍ରଶାନ୍ତ କୁମାର ନାଥ

କୁଆଁର ପୁନେଇଁ ଆସିଛି ଗାଆଁକୁହସୁଛି କୁଆରୀ ମନନୀଳ ଆକାଶରେ କେଡେ ସରାଗରେହସୁଛି ପୁନେଇଁ ଜହ୍ନ ।ରୁପା ଥାଳି ପରି ଜହ୍ନଟି ସୁନ୍ଦରକିରଣ ଦେଇଛି ବୁଣିସେହି କିରଣର ଶୀତଳ ...
ସମ୍ପୁର୍ଣ୍ଣ ପଢନ୍ତୁ