Generic selectors
Exact matches only
Search in title
Search in content
post
page
Filter by Categories
ବଣମଲ୍ଲୀ ୱେବ ପୋଷ୍ଟ

ରାବଣ ପୋଡି – ପ୍ରଶାନ୍ତ କୁମାର ନାଥ

ରାବଣ ପୋଡି ହେଉଛି ଏଠିଦଶରା ଯେବେ ଆସେକେତେ ରାବଣ ଘୁରି ବୁଲନ୍ତିଆମରି ଏହି ଦେଶେ ।କାଗଜେ କରି ପୋଡି ମାରିଲେପାପ ହେବକି ଶେଷମନରୁ ପୋଡି ଦେଲେସେ ଭାବହେବ ...
ସମ୍ପୁର୍ଣ୍ଣ ପଢନ୍ତୁ

ତୁ ମୋ ନୟନତାରା – ପ୍ରଶାନ୍ତ କୁମାର ନାଥ

ଯେବେ ଠୁଁ ଆସିଲୁ ଜୀବନେ ମୋହରନୂଆ ଏକ ଆଶା ନେଇସେବେଠାରୁ ସତେ ବଞ୍ଚି ମୁଁ ରହିଛିକେବଳ ତୋହରି ପାଇଁ ।ତୁ ପରା ସାଜିଛୁ ହସ ଖୁସି ମୋରତୁ ...
ସମ୍ପୁର୍ଣ୍ଣ ପଢନ୍ତୁ

ଚାଷୀ ଆତ୍ମହତ୍ୟା – ପ୍ରଶାନ୍ତ କୁମାର ନାଥ

ଚାଷ ବାସ ଏଠି ଉଜୁଡି ଯାଉଛିଚାଷୀ କରେ ଆତ୍ମହତ୍ୟାକେତେବେଳେ ଆସେ ଘୋର ମରୁଡି ଯେକେବେ ବନ୍ୟା ଆଉ ବାତ୍ୟା।ଗଜା ମରୁଡି ଯେ ହୋଇଯାଏ କେବେକେବେ ପୁଣି ହୁଏ ...
ସମ୍ପୁର୍ଣ୍ଣ ପଢନ୍ତୁ

ପ୍ରିୟା ଆଉ କାଶତଣ୍ଡି – ପ୍ରଶାନ୍ତ କୁମାର ନାଥ

ପ୍ରିୟା କହିଥିଲା ଆସିବ ନିଶ୍ଚୟଅପେକ୍ଷା କରିବା ପାଇଁବସି ବସି ମୋର ଦିନ ବିତିଗଲାପ୍ରତିକ୍ଷାରେ ଚାହିଁ ଚାହିଁ ।ଭାବିଥିଲି ଟିକେ ପ୍ରେମର ଆଳାପେମନଟା ଭିଜିବ ବୋଲିହେଲେ ସେହି ମନ ...
ସମ୍ପୁର୍ଣ୍ଣ ପଢନ୍ତୁ

ବର୍ଷା ଯେବେ ଆସିଲା – ପ୍ରଶାନ୍ତ କୁମାର ନାଥ

ଆକାଶର ଛାତିଚିରିବର୍ଷା ଯେବେ ଆସିଲାଧରଣୀର ବୁକୁପରେଆନନ୍ଦରେ ବର୍ଷିଲା ।ସବୁଜ ରଙ୍ଗରେ ଭରାସବୁଜିମା ଦିଶିଲାଗାଆଁ ଆଗ କିଆରୀରେସୁନାକ୍ଷେତ ହସିଲା ।ଜୁଈ ଜାଇ ହେନା ମଲ୍ଲିକିସୁନ୍ଦର ବାସିଲାଇନ୍ଦ୍ରଧନୁ ସାତ ରଙ୍ଗେଆକାଶଟା ...
ସମ୍ପୁର୍ଣ୍ଣ ପଢନ୍ତୁ

ପ୍ରଭୁ କୃପା – ପ୍ରଶାନ୍ତ କୁମାର ନାଥ

ମନ୍ଦିରକୁ ଯାଇ ପୁଜୁଛ ଠାକୁରଭକ୍ତିଭାଵ ମନେ ଭରିଭାବୁଛ ଠାକୁରେ ତୁମରି ମନରେବସିଯିବେ ଘର କରି ।ପ୍ରଭୁଙ୍କୁ ପାଇବ ତୁମ ଅଗଣାରେପିତାମାତା ସେବୁଥିଲେତାଙ୍କ ଆଶୀର୍ବାଦ ଜୀବନ ତୁମରକଟିଯିବ ପୁରା ...
ସମ୍ପୁର୍ଣ୍ଣ ପଢନ୍ତୁ