Generic selectors
Exact matches only
Search in title
Search in content
Post Type Selectors
post
page
Filter by Categories
ପ୍ରାଚୀନ କାହାଣୀ
ବଣମଲ୍ଲୀ ୱେବ ପୋଷ୍ଟ

ତୋ କୋଳ ସୁନ୍ଦର – ପୂର୍ଣ୍ଣଚନ୍ଦ୍ର ରଣା

ସବୁଜ ତୋ ପଣତଟା ମନ କିଣି ନିଏ ହଳଦିଆ ମିଠା ପୁଷ୍ପ ମିଠା ବାସ ଦିଏ ।।୧ ପ୍ରଜାପତି ଝୁଲୁଥାଏ ପୁଷ୍ପର କୋଳରେ ମଧୁମଖି ପିଉଥାଏ ମଧୁ ...
ସମ୍ପୁର୍ଣ୍ଣ ପଢନ୍ତୁ

ବିଲେଇ ଓ ଆଈ – ପୂର୍ଣ୍ଣଚନ୍ଦ୍ର ରଣା

ଆଇ ରଖିଥିଲା କ୍ଷୀର ଘୋଡେଇଦେଖିଥିଲା ତାକୁ କାଳି ବିଲେଇଯେମନ୍ତ ଆଈ ତା ପାଖ ଛାଡଇସେମନ୍ତ ବିଲେଇ  ଆସଇ ଧାଇଁ  lକlକ୍ଷୀର ପାଖେ ଆସି ବସେ ବିଲେଇ ମନେ ମନେ ...
ସମ୍ପୁର୍ଣ୍ଣ ପଢନ୍ତୁ

କ୍ଷୁଦ୍ରଗଳ୍ପ – ପ୍ରତିଶୋଧ – ପୂର୍ଣ୍ଣଚନ୍ଦ୍ର ରଣା

୧୯୯୭ ମସିହା ଜୁନ୍ ୧୭ ତାରିଖ ରାତି ଘ୧୧. ୨୩ ମି, ଫୋନ୍ ର ଆୱାଜ ଶୁଣି ବିଛଣାରୁ ଉଠି ଫୋନ କଲ୍ ରିସିବ୍ କଲେ ଉର୍ମିଳା ...
ସମ୍ପୁର୍ଣ୍ଣ ପଢନ୍ତୁ

ଝଡାଫୁଲ – ପୂର୍ଣ୍ଣଚନ୍ଦ୍ର ରଣା

ଝଡା ଫୁଲ°°°°°•°°°°°ଝଡା ଫୁଲଟିକୁ ପଚାରେନି କିଏମାଟିରେ ତାହାର ଘର, ଏଠୁ ଉଡି ପୁଣି ସେଠି ପଡେ ସିଏଗଛ ଠାରୁ ସାତ ପର l୧ଫୁଟିଥିଲା ଯେବେ ପୁଷ୍ପ ତରୁ ଡାଳେବୁଲୁଥିଲେ ...
ସମ୍ପୁର୍ଣ୍ଣ ପଢନ୍ତୁ

ଅଭିମାନୀ ପ୍ରିୟା – ପୂର୍ଣ୍ଣଚନ୍ଦ୍ର ରଣା

ଅଭିମାନୀ ପ୍ରିୟା ମୋରସ୍ମିତ ଅଳ୍ପ ହସେତା'ର ସେହି ହସ ଦେଖିଦରିଆରେ ଫୁଟିଯାଏ ପଦ୍ମଆଉ ଝରଣାରୁ ବହୁଥିବା ପାଣି ହୋଇଯାଏ ନିରବ, ତାର ଆଖି ପଲକକୁ ଦେଖି ମଧୁମଖି ଭ୍ରମନ୍ତି ତା'ର ଚାରିପାଖେଯେମିତି ...
ସମ୍ପୁର୍ଣ୍ଣ ପଢନ୍ତୁ

ଫଗୁଣ ପୀରତି – ପୂର୍ଣ୍ଣଚନ୍ଦ୍ର ରଣା

ଦେଖ ଆନନ୍ଦେ ଅବନୀଖିଲି ଖିଲି ହେଇ ହସୁଛିଏ ଫଗୁଣଟା ଇନ୍ଦ୍ରଧନୁ ସାଥେମନ୍ଦ ମନ୍ଦ ଆସୁଛିସାଥିରେ ଆଣିଛି ଭିନ୍ନ କିସମର ରଙ୍ଗକାଳେ ଫଗୁଣଟା ବୋଳିଦେବ ସଭିଙ୍କ ମନରେ ପିରତି ଓ ...
ସମ୍ପୁର୍ଣ୍ଣ ପଢନ୍ତୁ