Generic selectors
Exact matches only
Search in title
Search in content

କବିତା – ବିଶାଳ ମନର ସାଗର – ରୀତା ଅପରାଜିତl ମହାନ୍ତି

ନଦୀ ଝୁରେ ସାଗରକୁସେ ପ୍ରୀତିର ପଟ୍ଟାନ୍ତର ନାହିଁସାଗର ଯେବେ ନଦୀରେ ମିଶିଯାଏସାଗର ବି କେତେ ଉଦାରକେତେ କଣ ସାଇତିଛିନିଜ ଭିତରମାଛ, କଇଁଛ, କେତେ ବିଶାଳ ପ୍ରାଣୀଏତେ ବିଶାଳ ...
ସମ୍ପୁର୍ଣ୍ଣ ପଢନ୍ତୁ

କବିତା – ତୁମ କଥା ମୋ କଥା – ରୀତା ଅପରlଜିତା ମହାନ୍ତି

ମୋ ବିନା କିଛି ଭଲ ଲାଗୁନି କହିଥିଲଦିନେ କଥା ନହେଲେ ଦିନ କଟୁ ନଥିଲାକହୁଥିଲ।ଜାଣେ ସେ ସବୁ ମିଛ ଥିଲାକଥା ତ ଖାଲି କଥା ଥିଲା ଭୀଷ୍ମ ...
ସମ୍ପୁର୍ଣ୍ଣ ପଢନ୍ତୁ

କବିତା – ସମୟ -ରୀତା ଅପରାଜିତା ମହାନ୍ତି

ସମୟ କେତେ ବଦଳିଗଲାଣିଆଜି ବି ଭାବି ହେଉନି।ସେ କାଗଜ ଡ଼ଙ୍ଗା ର ନାଆ ସେ ବୋହୁଚୋରି ,ସେ ଲୁଚକାଳି ଖେଳ କେଉଁଠି ହଜିଗଲା ସମୟର ତାଡନାଏବେ ସେଇ ...
ସମ୍ପୁର୍ଣ୍ଣ ପଢନ୍ତୁ

ମୁଁ ଗୋଟେ ଶ୍ରମିକ – ରୀତା ଅପରାଜିତା ମହାନ୍ତି

ନିଗାଡି ନିଜ ଦେହୁ ଝାଳଦେଉଛି ମୁଁ ଦେଶ ବିକାଶରେ ବଳ ।ଦିନ ରାତି ମୋର କାମ କରି କରି ବିତେଦେଶ ପାଇଁ ମୁଁ ମୋ ରକ୍ତକୁ କରିଛି ...
ସମ୍ପୁର୍ଣ୍ଣ ପଢନ୍ତୁ

ସେଇ ଝିଅ ଟି – ରୀତା ଅପରାଜିତl ମହାନ୍ତି

କେବେ କେମିତି ଫିକା ଗୋଲାପୀ ରଙ୍ଗରଶାଢ଼ୀ ପିନ୍ଧୁ ଥିବା ଝିଅ ଟି ନିରବ ନୀରବରେ ଚlଲୁଥାଏସବୁ ତ ସାଧସିଧା ତଥାପି କାହିଁକି ମନ ଟାଣି ହେଇଯାଏତାକୁ ଦେଖି ଲେଖିବାକୁ ...
ସମ୍ପୁର୍ଣ୍ଣ ପଢନ୍ତୁ

ଦୋଷ କାହାର – ରୀତା ଅପରାଜିତା ମହାନ୍ତି

ଦରଫୁଟା କଢିର ଆଖିରୁ ଲୁହ ଶୁଖୁନିସେ କାନ୍ଦି ଚାଲିଛି ଅନବରତମା ,ବାର୍ବୀ ଡ଼ଲ ଥିଲିବାପାଙ୍କ ଥିଲି ପରୀଭାଇ ଡାକୁଥିଲl ନାକ କାନ୍ଦୁରୀ ସେ ବି ଦିନେବଡ଼ ହେଇଥାନ୍ତାତା ରାଜକୁମାର ...
ସମ୍ପୁର୍ଣ୍ଣ ପଢନ୍ତୁ
Loading...