Generic selectors
Exact matches only
Search in title
Search in content

ମୋ ପ୍ରିୟ ପାଠଶାଳା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ସୁନ୍ଦର କୋଠା ସୁନ୍ଦର ଶ୍ରେଣୀ ମନକୁ ମୋର ନେଇଛି କିଣି ମୋ ପ୍ରିୟ ପାଠଶାଳା । ତା ପରିବେଶ ଭାରି ସରସ କରୁଛି ମତୁଆଲା ।। ମୋଅର ...
ସମ୍ପୁର୍ଣ୍ଣ ପଢନ୍ତୁ

ଆଧୁନିକ ଡାକଵାଲା – ରୁଦ୍ରରୂପା ବ୍ରହ୍ମା

ଦିନ ଦ୍ବିପହରେ ଜଣେ କବାଟକୁ ବାଡେଇଲା, ଛୋଟିଆ ଚିଠିଟେ ଆଣି ହାତକୁ ମୋ ବଢ଼ାଇଲା ।୧। ପଚାରିଲି ବାବାଙ୍କୁ ମୁଁ କିଏ ସେ ଲୋକଟି ଥିଲା, ଉତ୍ତରରେ ...
ସମ୍ପୁର୍ଣ୍ଣ ପଢନ୍ତୁ

ପ୍ରଥମ ବର୍ଷା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ରବିର କିରଣେ ପୃଥିବୀ ଆମର ଅହା କି ଗରମ ଥିଲା । ତାହାରି ଭିତରେ ପ୍ରଥମ ବରଷା ନୂତନ ଜୀବନ ଦେଲା ।। ଶୁଖିଲା ଟାଙ୍ଗରା ନିରସ ...
ସମ୍ପୁର୍ଣ୍ଣ ପଢନ୍ତୁ

ବାପୁଜୀ – ଶିଶୁକବି ରୁଦ୍ରରୂପା ଵ୍ରହ୍ମା

ଦେଶକୁ ସ୍ୱାଧୀନ କଲ ହେ ତୁମେଲାଠି ମାଡ଼ ଖାଇ ଖାଇ ।ଖଦଡ଼ ଲୁଗା ପିନ୍ଧି ବାହାରିଲବାପୁ ନାମେ ଚିହ୍ନା ଦେଇ ।।ସମ୍ବଲପୁରରେ ପୂଜା ପାଉଅଛଭାତରା ଗ୍ରାମରେ ଥାଇ ...
ସମ୍ପୁର୍ଣ୍ଣ ପଢନ୍ତୁ

ଆସ ସାବଧାନ ହେବା – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

ଥିଲା ପରିବେଶ କେଡେ ସୁନ୍ଦର ।ସବୁଜ ଶୀତଳ ସୁ ମୋନହର ।।ଗଛ ଡା଼ଳେ ବସି ବିହଂଗ ମାନେ ।ଗାଉଥିଲେ ଗୀତ ଆନନ୍ଦ ମନେ ।।ଜଙ୍ଗଲରେ ଥିଲେ ଅନେକ ...
ସମ୍ପୁର୍ଣ୍ଣ ପଢନ୍ତୁ

ବରଷା କାଳ – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

ବର୍ଷା ଅସୁଛିରେ ବର୍ଷା ଆସୁଛି କଳା କଳା ମେଘ ଆକାଶରେ ।ଆଗକୁ କେମିତି ମାଡ଼ି ଆସୁଛିଦିଗ୍ବଳୟ ଧରି କାୟା ବିସ୍ତାରେ ।।ବିଜୁଳି ଚମକେ ଘଡ଼ ଘଡି ମାରେ ...
ସମ୍ପୁର୍ଣ୍ଣ ପଢନ୍ତୁ