Generic selectors
Exact matches only
Search in title
Search in content

ବିଙ୍ଗ ହ୍ୟୁମାନ – ସଲିଳ କୁମାର ସ୍ଵାଇଁ

ଅକାଳରେ ଚାଲିଗଲା ଚୁଚା । ବାଇକ ପଛରୁ କକୁଦରେ ଖସିପଡିଥିଲା । ହାସପାତାଳରେ ଭର୍ତ୍ତିର ଅଳ୍ପ କେଇଘଣ୍ଟା ପରେ ଷ୍ଟେଥୋପକା ବାବୁ ତାକୁ ମୄତ ଘୋଷଣା କଲେ ...
ସମ୍ପୁର୍ଣ୍ଣ ପଢନ୍ତୁ

ବାପା – ସଲିଳ କୁମାର ସ୍ଵାଇଁ

ବାପା ପିଲାମାନଙ୍କର ଏକ ଅଭୟ ଆଶ୍ରୟ ଖାଇବା ପିନ୍ଧିବା ରହିବା\'ର ଏକ ନିର୍ଭର ପ୍ରତିଶ୍ରୁତି ଉପରକୁ କଠୋର ଦିଶୁଥିବା ଏକ ସେନେହୀ ମଣିଷ । ବାପା ଅଙ୍ଗୁଳି ...
ସମ୍ପୁର୍ଣ୍ଣ ପଢନ୍ତୁ

ଆତ୍ମ ପରିଚୟ

@ସଲିଳ ସିଲଟ ଆରତ ଜନଙ୍କୁ ପାରିକର ବୋଲି ନାମ ତୁମ ଆର୍ତ୍ତତ୍ରାଣ ଦୀନ ଜନଙ୍କର ବନ୍ଧୁ ଦୀନବନ୍ଧୁ ଆହେ ପ୍ରଭୁ ନାରାୟଣ ଫବିଟିଏ ମୁଇଁ ଜାଣ କବିଟିଏ ...
ସମ୍ପୁର୍ଣ୍ଣ ପଢନ୍ତୁ

କବିତା – ମାଗୁଣି – ସଲିଳ କୁମାର ସ୍ବାଇଁ

କୄଷ୍ଣ ଦାମୋଦରରାଧାମାଧବ ହେଦେଖ, କି ହେଲାଣି ଏବେସୄଷ୍ଟି ତୋର ,,,କୄଷ୍ଣ ଦାମୋଦର ।୦।ନୀତି ଆଦରଶ ଇତିହାସସଂସ୍କାର ସଂସ୍କୃତି ଅପଭ୍ରଂଶମାନବିକତାକୁ ପଛରେ ପକେଇସ୍ବାର୍ଥସିଦ୍ଧି ପାଇଁ ତତପର,,,କୄଷ୍ଣ ଦାମୋଦର ।୧।ହଜିଲାଣି ...
ସମ୍ପୁର୍ଣ୍ଣ ପଢନ୍ତୁ

କବିତା – ମୁଁ ବଦଳିଛି ? – ସଲିଳ କୁମାର ସ୍ବାଇଁ

ଦିନ ବଦଳେବଦଳେ ସପ୍ତାହ ଓ ମାସକ୍ଯାଲେଣ୍ଡର ପୄଷ୍ଠା ବଦଳେବାରମାସ ବିତିଗଲେ ବଦଳେ ବରଷ ।୧।କିଏ କହେ ବଦଳେ ଦୁନିଆକିଏ କହେ ବଦଳୁଛି ଯୁଗମତେ ଲାଗେ ବଦଳୁଛି ନିଜେମୋ ...
ସମ୍ପୁର୍ଣ୍ଣ ପଢନ୍ତୁ

ଘଟଣା ପ୍ରବାହ – ଛାତ୍ରଜୀବନର ନଅବର୍ଷ – ସଲିଳ କୁମାର ସ୍ଵାଇଁ

ଛାତ୍ରଜୀବନର ନଅବର୍ଷ ଛାତ୍ରାବାସରେ କାଟିବାକୁ ପଡିଥିଲା। ବିଦ୍ୟାଳୟ ସ୍ତରରେତିନିବର୍ଷ ଆଉ ମହାବିଦ୍ୟାଳୟ/ବିଶ୍ବବିଦ୍ୟାଳୟ ସ୍ତରରେ ବାକି ଛଅ ବରଷ ଛାତ୍ରାବାସରେଥିବାବେଳେ ପିତାମାତା/ବନ୍ଧୁ ପ୍ରିୟଜନଙ୍କ ଠାରୁ ବାରତା ପାଇବାକୁ ଡାକବାଲାଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ...
ସମ୍ପୁର୍ଣ୍ଣ ପଢନ୍ତୁ