Generic selectors
Exact matches only
Search in title
Search in content

ପିଲାଦିନ ଏକପଦୀ – ସମିର କୁମାର ବେଉରା

ହେ ସମୟ ତମେ ମତେ ଫେରେଇଦିଅ ମୋ ପିଲାଦିନ ଧୂଳିଖେଳ ଫେରେଇଦିଅ ତମେ ସେଦିନର ସାଙ୍ଗସାଥି , ଜାମୁକୋଳି ଗହିର କଙ୍କଡା ଆଉ ମୁଢ଼ିମୁଆଁ , ଫେରେଇଦିଅ ...
ସମ୍ପୁର୍ଣ୍ଣ ପଢନ୍ତୁ

ଅନୁଭୂତି କଥା – ଶହୀଦ – ସମିର କୁମାର ବେଉରା

ଆନୱାର ମୋର କଲିଗ | ଗୋଟିଏ ଅଫିସରେ କାମ କରୁ | ଆନୱାର, ମୁ ଆଉ ଅରବିନ୍ଦ ତିନିଜଣ ଭଲ ସାଙ୍ଗ | ମୁ ଓଡ଼ିଶାର, ଅରବିନ୍ଦ ...
ସମ୍ପୁର୍ଣ୍ଣ ପଢନ୍ତୁ

ଆଉ ଏକ – ସମିର କୁମାର ବେଉରା

ଗୋଟେ ପଟେ ମୋର ଭାତୃପ୍ରେମ ଆର ପଟେ ତୋର ପତିଭକ୍ତି ଆଉ ମଝିରେ ପ୍ରତି ମୁହୂର୍ତ୍ତରେ ସଂସାରର ଭାତହାଣ୍ଡିରେ ମଲା ଚାଉଳ ପରି ସିଝୁଥିବା ତୋର ମୋର ...
ସମ୍ପୁର୍ଣ୍ଣ ପଢନ୍ତୁ

ମନେ ପଡୁଛି ଆଜି – ସମିର କୁମାର ବେଉରା

ମନେପଡୁଛି ଆଜି ହୃଦୟରେ ସାଇତା ସବୁ ସୁନେଲି ସ୍ମୃତି , ଯାହା ମୁ ହଜାଇ ଦେଇଛି ଯାହା ଆଉଥରେ ଆସିବ କି ଜାଣେନା ମନେପଡିଗଲେ ସେଇ ଦିନମାନେ ...
ସମ୍ପୁର୍ଣ୍ଣ ପଢନ୍ତୁ

ଆସିବୁକି ଫେରି ଆଉଥରେ ତୁ – ସମିର କୁମାର ବେଉରା

ଆସିବୁକି ଫେରି ଆଉଥରେ ତୁ ଚଇତରେ ଚଇତାଳି ବାସ୍ନା ସହ ଆମ ବାଡ଼ିପଟେ ବାସୁଥିବକଷି ଆମ୍ବ ମହମହ ,ତୋର ମୋର ଲେଖିବା କବିତା ସାଙ୍ଗହୋଇ ଆମ ଶୈଶବର ...
ସମ୍ପୁର୍ଣ୍ଣ ପଢନ୍ତୁ

କ୍ଷୁଦ୍ରଗଳ୍ପ – ବାଜେ ଝିଅ – ସମୀର କୁମାର ବେଉରା

ଦୀପ୍ତି ଦାସ ଚକିତ ହୋଇଗଲା, ମୁ ବି ଚମକି ପଡିଲି ତାକୁ ଦେଖି | ଦୀର୍ଘ କୋଡିଏ ବର୍ଷ ପରେ ତା ସହ ମୋର ଦେଖା | ...
ସମ୍ପୁର୍ଣ୍ଣ ପଢନ୍ତୁ
Loading...