ପ୍ରିୟା ପାଇଁ – ପବିତ୍ର କୁମାର ନାୟକ

Pabitra Kumar Nayak

Pabitra Kumar Nayak

ପବିତ୍ର କୁମାର ନାୟକ,କେଲୁଆପଲ୍ଲୀ,୭୬୦୦୦୩, ଗଞ୍ଜାମ ଦୂରଭାଷ-୭୦୦୮୧୯୧୧୬୭ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟସ୍ଥ କେଲୁଆପଲ୍ଲୀ ଗ୍ରାମରେ ମୋର ଜନ୍ମ । କଲେଜ ପାଠପଡା ସମୟରେ ପରିସ୍ଥିତିର ବଶବର୍ତ୍ତୀ ହୋଇ ପ୍ରଥମେ ଲେଖିବା ଆରମ୍ଭ କରିଥିଲି ପରେ ପରେ ଏହା ମୋ ପାଇଁ ନିଶା ପାଲଟି ଯାଇଥିଲା । ପ୍ରଥମରୁ ରୋମାଣ୍ଟିକ ଲେଖା ଲେଖିବାକୁ ଭଲ ପାଉଥିଲି। ପରେ କିନ୍ତୁ ପରିସ୍ଥିତି ଅନୁଯାୟୀ ପ୍ରକୃତି ତଥା ସମାଜକୁ ଆଧାରିତ କରି ଅନ୍ୟାନ୍ୟ ଲେଖା ସବୁ ଲେଖୁଛି । ସୋସିଆଲ ମିଡିଆରେ ଆସିବା ଦିନଠାରୁ ଫେସ୍ ବୁକ୍ ଜଗତରେ ବେଶ ଲୋକପ୍ରିୟ ହୋଇଛି । ସାହିତ୍ୟ ପ୍ରତି ଥିବା ଦୁର୍ବଳତା ମୋତେ ଆଜି ଏଭଳି ମଞ୍ଚକୁ ଟାଣି ଆଣିଛି । ଏତେ ସବୁ ଭିତରେ ମୁଁ କେବେବି ସେହି ସମ୍ମାନନିୟ ବ୍ୟକ୍ତି ଜଣଙ୍କୁ ଭୁଲି ପାରିବିନି । ସେ ହେଉଛନ୍ତି ଶ୍ରୀ ତପନ କିଶୋର ପ୍ରଧାନ,ଯିଏ ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ଦିଗ ଦର୍ଶକ ସାଜି ଉତ୍ସାହିତ କରିଛନ୍ତି । ତାଙ୍କରି ପ୍ରେରଣା ମୋତେ କେବେବି ପଛଘୁଞ୍ଚା ହେବାକୁ ଦେଇନି । କେନ୍ଦୁଝର ଜିଲ୍ଲାର ବଡ଼ବିଲରେ ଏକ ବେସରକାରୀ ସଂସ୍ଥାରେ ବର୍ତ୍ତମାନ ମୁଁ କାର୍ଯ୍ୟରତ ।

You may also like...

Leave a Reply

Your email address will not be published. Required fields are marked *