ଡ୍ରାଇ ଚିଲି ପଟାଟୋ ଚିକେନ କରି

ସାମଗ୍ରୀ :- ୫୦୦ ଗ୍ରାମ ଚିକେନ, ୫୦ ଗ୍ରାମ ସୋରିଷ ତେଲ, ମଞ୍ଜି ଗୁଡିକ ବାହାର କରାଯାଇଥିବା ଶୁଖିଲା ଲଙ୍କା ୧୨ ଗୋଟି, ୩ ଗୋଟି ଟମାଟୋ, ୩ ଗୋଟି ଆଳୁ, ୪ ଗୋଟି ପିଆଜ, ଲୁଣ ଓ ହଳଦୀ ଗୁଣ୍ଡ । ପ୍ରସ୍ତୁତ ପ୍ରଣାଳୀ :- ଚିକେନରେ କିଛି ହଳଦୀ ଗୋଳେଇ ୫ ମିନିଟ ଛାଡି ଦିଅନ୍ତୁ, ଆଳୁ ଓ ଟମାଟୋକୁ କାଟି ରଖନ୍ତୁ । ଶୁଖିଲା ଲଙ୍କାରେ ଅଳ୍ପ

ଦହି ବାଇଗଣ

ଆବଶ୍ୟକୀୟ ସାମଗ୍ରୀ : ବାଇଗଣ, ଦହି, ତେଲ, ଅଦା, ରସୁଣ, କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଲୁଣ, ହଳଦୀ, ପଞ୍ଚଫୁଟଣ ଓ ଭୃସଙ୍ଗ ପତ୍ର । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଦୁଇଗୋଟି ବାଇଗଣକୁ ଚାରିଫାଳ କରି କାଟି ସେଥିରେ ଲୁଣ ଓ ହଳଦୀ ଗୋଳେଇ କିଛି ସମୟ ରଖନ୍ତୁ । ଚୁଲାରେ କଡେଇ ବସେଇ ସେଥିରେ ଆବଶ୍ୟକୀୟ ତେଲ ଦେଇ କଟାଫାଳ ବାଇଗଣକୁ ଛାଣି ନିଅନ୍ତୁ । ଅନ୍ୟ ଗୋଟିଏ ପାତ୍ରରେ ଦୁଇ