ରଥଯାତ୍ରା – ସାଗର ପ୍ରଧାନ

Sagar Pradhan

Sagar Pradhan

ସାଗର ପ୍ରଧାନ, ଗଂଜାମ

You may also like...

7 Responses

  1. ମାନସ ରଞ୍ଜନ ପଟ୍ଟନାୟକ says:

    ଏହି କବିତାରେ ସୁଚାଉଛି ଜଗନ୍ନାଥ ତାଙ୍କ ଭାଇଭଉଣୀ ଙ୍କୁ ନେଇ ରଥଯାତ୍ରାରେ ମାଉସୀ ଘରକୁ ଯାଆନ୍ତି।ଠିକ୍‌ ନୁହେଁ।ସେ ଯାଆନ୍ତି ତାଙ୍କ ଜନ୍ମବେଦୀରେ ଦର୍ଶନ ଦେବାନିମନ୍ତେ ଗୁଣ୍ଡିଚାରାଣୀ ଘରକୁ।ତେଣୁ ଗୁଣ୍ଡିଚା ମନ୍ଦିର ଓ ମାଉସୀମା ମନ୍ଦିର ଗୋଟିଏ ନୁହେଁ।ଏହି ଧାରଣା ନିହାତି ରହିବା ଦରକାର।ସେଥିପାଇଁ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କହନ୍ତି।ମାଉସୀ ଘର ଯାତ୍ରା ଭାବେ ପରିଚିତ କି ଆମ ପବିତ୍ର ରଥଯାତ୍ରା?

  2. ମାନସ ରଞ୍ଜନ ପଟ୍ଟନାୟକ says:

    ଏହି କବିତାରେ ସୁଚାଉଛି ଜଗନ୍ନାଥ ତାଙ୍କ ଭାଇଭଉଣୀ ଙ୍କୁ ନେଇ ରଥଯାତ୍ରାରେ ମାଉସୀ ଘରକୁ ଯାଆନ୍ତି।ଠିକ୍‌ ନୁହେଁ।ସେ ତାଙ୍କ ଜନ୍ମବେଦୀକୁ ଯାଆନ୍ତି।

  3. ମାନସ ରଞ୍ଜନ ପଟ୍ଟନାୟକ says:

    ମାଉସୀମା ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଗୋଟିଏ ନୁହେଁ।।ଅଲଗା ଅଲଗା ଅଲଗା ଅଟେ।ସେ ମାଉସୀମା ମନ୍ଦିର ପରିବର୍ତ୍ତେ ଗୁଣ୍ଡିଚାମନ୍ଦିର ଗମନ କରନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ଗୁଣ୍ଡିଚା ରାଣୀର ନିବାସକୁ ପବିତ୍ର ରଥଯାତ୍ରା ଅବସରେ।

  4. ଏହି କବିତାରେ ସୁଚାଉଛି ଜଗନ୍ନାଥ ତାଙ୍କ ଭାଇଭଉଣୀ ଙ୍କୁ ନେଇ ରଥଯାତ୍ରାରେ ମାଉସୀ ଘରକୁ ଯାଆନ୍ତି।ଠିକ୍‌ ନୁହେଁ।ସେ ଯାଆନ୍ତି ତାଙ୍କ ଜନ୍ମବେଦୀରେ ଦର୍ଶନ ଦେବାନିମନ୍ତେ ଗୁଣ୍ଡିଚାରାଣୀ ଘରକୁ।ତେଣୁ ଗୁଣ୍ଡିଚା ମନ୍ଦିର ଓ ମାଉସୀମା ମନ୍ଦିର ଗୋଟିଏ ନୁହେଁ।ଏହି ଧାରଣା ନିହାତି ରହିବା ଦରକାର।ସେଥିପାଇଁ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କହନ୍ତି।ମାଉସୀ ଘର ଯାତ୍ରା ଭାବେ ପରିଚିତ କି ଆମ ପବିତ୍ର ରଥଯାତ୍ରା?

  5. ଅନାମ ଚରଣ ସାହୁ says:

    ହଁ ଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ ମାଉସୀ ମା’ ଠାରୁ ପୋଡପିଠା ଖାଇ ଫେରନ୍ତି।

    • ମାନସ ରଞ୍ଜନ ପଟ୍ଟନାୟକ says:

      ହଁ।କିନ୍ତୁ ରଥଯାତ୍ରାରେ ପ୍ରଭୁ କୋଉଠିକୁ ରଥାରୂଢ ରେ ଗମନ କରନ୍ତି?ଆପଣ ଜାଣିଥିଲେ ଦର୍ଶାଇପାରନ୍ତି।

Leave a Reply

Your email address will not be published. Required fields are marked *