ବଣମଲ୍ଲୀର ମହକ ସହିତ ଯୋଡି ହୁଅନ୍ତୁ

READ OUR PRIVACY POLICY


ବଣମଲ୍ଲୀର ମହକରେ ନିଜ ଲେଖା ଗୁଡିକୁ ଯେ କୌଣସି ସମୟରେ ପୋଷ୍ଟ କରିବା ପାଇଁ ଉପରୋକ୍ତ ୱେବ-ଫର୍ମଟିକୁ ପୂରଣ କରି ନିଜର ପଞ୍ଜୀକରଣ କରାଇ ନିଅନ୍ତୁ । ପଞ୍ଜୀକରଣ ସମୟରେ ଆପଣ ପ୍ରସ୍ତୁତ କରିଥିବା ଇଉଜର ଆଇଡି ଓ ପାସୱାର୍ଡକୁ (Login Credential) ସର୍ବଦା ମନେ ରଖନ୍ତୁ ଅଥବା ନୋଟ କରି ରଖନ୍ତୁ । ଯେ କୌଣସି ମୂହୁର୍ତ୍ତରେ ଲେଖା ପୋଷ୍ଟ କରିବା ନିମନ୍ତେ ଆପଣଙ୍କ ଇଉଜର ଆଇଡି ଓ ପାସୱାର୍ଡ ଆବଶ୍ୟକ ହୋଇଥାଏ । ଯଦି ପଞ୍ଜୀକରଣ କରି ନାହାଁନ୍ତି, ଏବଂ ପଞ୍ଜୀକରଣ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ କେଉଁ ପଦ୍ଧତ୍ତିରେ ଏହା ପୂରଣ କରିବେ, ସେ ସମ୍ବନ୍ଧୀୟ ବ୍ୟବହାରିକ ପୁସ୍ତିକା (User Manual) ପ୍ରଦତ୍ତ ଲିଙ୍କରୁ ଡାଉନଲୋଡ କରି ଭଲ ଭାବରେ ପଢନ୍ତୁ । ଏବଂ ଦିଆଯାଇଥିବା ସୂଚନା ଅନୁଯାୟୀ ପଞ୍ଜୀକରଣ ଫର୍ମଟିକୁ ପୂରଣ କରନ୍ତୁ । ଅଧିକ ସୂଚନା ନିମନ୍ତେ ଆମ ଯୋଗାଯୋଗ ନମ୍ବରରେ ସମ୍ପର୍କ କରନ୍ତୁ ।


Please Remember :

  • Don’t create space in User Name
  • Password must be contains Capital letter, Small letter, Number and Special character
  • Must accept the terms & conditions by click in small square box
  • After successful registration a confirmation email has been sent to your registered email. Please go to your email to activate your profile