କ୍ଷୁଦ୍ରଗଳ୍ପ 'ସ୍ମୃତି' – ନରେଶ କୁମାର ବେହେରା

Naresh Behera

Naresh Behera

ନରେଶ କୁମାର ବେହେରାଙ୍କ ସାହିତ୍ୟିକ ଜୀବନୀର ପ୍ରାରମ୍ଭ ହୁଏ ୧୯୯୭-୯୮ ମସିହାରେ ଲଂଗଲେଶ୍ବରରୁ ପ୍ରକାଶିତ 'ନିଡ' ପତ୍ରିକାରୁ; ଯାହାର ସମ୍ପାଦନା କରୁଥାନ୍ତି ଶ୍ରୀ ଭାଗିରଥୀ ବେହେରା ଏବଂ ଶ୍ରୀ ପ୍ରହଲ୍ଲାଦ ବେହେରା | ୨୦୦୫ ମସିହାରେ ପ୍ରକାଶିତ ହିନ୍ଦୀ ପ୍ରବନ୍ଧ 'ଅନ୍ଦାଜ୍ ଅପନା ଅପନା' ଖୁବ୍ ପ୍ରଶଂସା ଲାଭ କରିଥିଲା | 2017ରେ ପ୍ରକାଶିତ ଗଂଜାମର କବିତାଘର ମୁଖପତ୍ର 'ଭାଗିରଥୀ କବିତାର ଗଂଗା' ରେ ସଂକଳନ 'ବିବାଦୀୟ ନାୟକ'ରେ ୧୪ଟି କବିତା ପ୍ରକାଶ ହୋଇଥିଲା | ୨୦୧୭ରେ 'ଗଳ୍ପ ଓ ଗାଳ୍ପିକ' ନାମରେ ଏକ କ୍ଷୁଦ୍ର ଗଳ୍ପ ସଂସ୍କରଣର ସମ୍ପାଦନା ବି କରିଥିଲେ | ୨୦୧୮ ମସିହାରେ 'ଭାଗିରଥୀ କବିତାର ଗଂଗା'ର ସମ୍ପାଦନା ଦାୟିତ୍ବତୁଲିବା ସହ ଶ୍ରୀମତୀ ସୁଧାଂଶୁବାଳା ମିଶ୍ରଂକ ଶିଶୁ କବିତା ସଂକଳନ 'ଖଡ଼ୀ ସିଲଟ' ପୁସ୍ତକଟିକୁ ପ୍ରକାଶ କରିଥିଲେ | ଠିକଣା - ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ୍ ରୋଡ୍, ବ୍ରହ୍ମପୁର, ଗଂଜାମ, ମୋବାଇଲ୍-୭୮୦୯୮୭୨୪୮୩

You may also like...

2 Responses

Leave a Reply

Your email address will not be published. Required fields are marked *