ଡକ୍ଟର ସତ୍ୟ ପଟ୍ଟନାୟକ

BANAMALLIRA MAHAK.. A modern step to new era with new technic to develop odia literature. I feel proud of this noble work. No word to express my feelings of gratitude. Dr. Satya Pattnaik Medical Officer MHU, CHC, K. Nuagaon G. Udayagiri, Kandhamal District

ଉଷାରାଣୀ ପଣ୍ଡା

କବି କଳ୍ପନା ପରିଧିରୁ ସ୍ବତଃ ନିର୍ଗତ ଭାବ ତଥା ଶବ୍ଦବିନ୍ୟାଶର ସଂଯୋଜନାରେ ନିଃସୃତ କବିତା ,ଗପ, ଇତ୍ୟାଦିରୁ ଭାଷାର ମହତ୍ଵକୁ ସଂଯୁକ୍ତ କରି ମାତୃଭାଷାର ଗୁଣଗାନ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦୃଷ୍ଟିରେ , ସାହିତ୍ୟର ବିକାଶ ନିମିତ୍ତ ସୃଷ୍ଟି ହୋଇଛି ଏ " ବଣମଲ୍ଲୀ " । କଥାରେ ଅଛି- "ଗୁଣ ଚିହ୍ନେ ଗୁଣୀ" ଯଥାର୍ଥତା ପ୍ରତିପାଦନ କରିଛନ୍ତି । ନବୀନ, ତରୁଣ, ତରୁଣୀ ଯଥା- ମାନୀ,

ଡକ୍ଟର ନୀଳମାଧବ କର

Wonderful Magazine” Dear Editorial board members, I came across your magazine Banamalli. It is really a fantastic effort. I just wish to thank you all for sharing and making Odia literature available far wider beyond the Odisha border. For people living outside it is a window for the current literature. In addition,

ହୃଷୀକେଶ ଜାଲି

ବଣମଲ୍ଲୀ ମହକରେ ମହକିତ ବଣ ଜଙ୍ଗଲର ସତ୍ତା । ଚତୁର୍ଦ୍ଦିଗେ ମହକାଇ ନିଜ ମୌଳିକ ସୁଗନ୍ଧ, ବାରିହୋଇ ଯାଏ, ଦେଇଦିଏ ନିଜ ଗୌରବ ଗାରିମା । ଦୁଃଖ ନଥାଏ ପରିଚୟ ପାଇବାକୁ, ସେହି ବଣମଲ୍ଲୀ ନିଜର ସୁଗନ୍ଧରେ ସୁଗନ୍ଧିତ ନିଜ ଚାରିପଟେ । ଏଇତ ଈତି ବୃତ୍ତ ମୋର । ହୃଷୀକେଶ ଜାଲି, ଅଧ୍ୟକ୍ଷ ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ, ମୁନିଗୁଡା, ରାୟଗଡା

ଶୁଭକାନ୍ତ ସାହୁ

ଫେସବୁକ କମ୍ପ୍ଲିମେଣ୍ଟରୁ ମୁଁ ବଣମଲ୍ଲୀ ଇ-ମଗାଜିନ ବିଷୟରେ ଜାଣିଲି ଏବଂ ପଢିଲି । ଖୁସି ଲାଗିଲା । ଧନ୍ୟବାଦ । ଶୁଭକାନ୍ତ ସାହୁ, ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ

ସାହାଣୀ ସଞ୍ଜୟ କୁମାର

ନମସ୍କାର ! ମୁଁ ସାହାଣୀ ସଂଜୟ କୁମାର ଧଉଳି 'ମନର କଥା' ତରଫରୁ ସର୍ବପ୍ରଥମେ ଆପଣଙ୍କୁ ନବବର୍ଷର ଅଭିନନ୍ଦନ ଜଣାଉଛି । ଆପଣଙ୍କର ଏହି ପ୍ରୟାସକୁ ସାଧୁବାଦ । ଓଡ଼ିଆ ସାହିତ୍ୟର ବିକାଶ ପାଇଁ ଆପଣଙ୍କ ଅବଦାନ ଅତୁଳନୀୟ । ମୁଁ ସମୟ ପାଇଲେ କିଛି ଲେଖା-ଲେଖି କରିଥାଏ । ମୋର ଗୋଟିଏ ୱେବ ସାଇଟ୍ (ବ୍ଲଗ୍) ବି ଅଛି । ସେଥିରେ ମୁଁ ସମୟେ-ସମୟେ ଲେଖା ପୋଷ୍ଟ କରିଥାଏ ।

ସନ୍ତୋଷ ପଟ୍ଟନାୟକ

ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁଦୂରପ୍ରସାରୀ କରିବାକୁ ହେଲେ ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେବ, ଭାଷାପ୍ରତି ବିମୁଖ ଆମ ଜାତିକୁ ଓଡ଼ିଆ ଭାଷା ଓ ସାହିତ୍ୟ ସହ ବାନ୍ଧିରଖିବାର ଏକ ସୁନ୍ଦର ପ୍ରୟାସ ପାଇଁ, ପ୍ରତିଷ୍ଠାତା ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ଅଜସ୍ର ଧନ୍ୟବାଦ । ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ

ବିନୋଦ କୁମାର ମହାପାତ୍ର

ଖୁବ ସୁନ୍ଦର... ଓଡିଆ ଲେଖକ ମାନଙ୍କ ପାଇଁ ଏହା ପ୍ରେରଣା ଦେବ । ବିନୋଦ କୁମାର ମହାପାତ୍ର, ଗ୍ରାମ/ପୋଷ୍ଟ: ଝାରପୋଖରିଆ, ବାରିପଦା, ଜିଲ୍ଲା: ମୟୂରଭଞ୍ଜ

କୈଳାଶ ଚନ୍ଦ୍ର ପଟ୍ଟନାୟକ

ଓଡିଆ ସାହିତ୍ୟ ଓ ସଂସ୍କୃତିକୁ ନେଇ ଏତେ ସୁନ୍ଦର ଡିଜିଟାଲ ପତ୍ରିକା ମୁଁ ଆଗରୁ କେବେ ଦେଖିନାହିଁ । ସମଗ୍ର ଓଡ଼ିଶାକୁ ଆମ ମାତୃଭାଷାରେ ପଢିବାର ପ୍ରୟାସକୁ ମୁଁ ପ୍ରଶଂସା ନକରି ରହିପାରୁନି । ବଣମଲ୍ଲୀର ମହକର ଏହି ପରିକଳ୍ପନାକୁ ମୁଁ ଅନ୍ତରରୁ ସାଧୁବାଦ ଜଣାଉଛି । କୈଳାଶ ଚନ୍ଦ୍ର ପଟ୍ଟନାୟକ, ପାତ୍ରପୁର, ଚିକିଟି, ଗଞ୍ଜାମ

ସନ୍ତୋଷ କୁମାର ମହାନ୍ତି

ଏକ ସୁନ୍ଦର ପ୍ରୟାସ । ଠିକ ବଣମଲ୍ଲୀ ମହକ ପରି । ଆଗକୁ ଏ ପ୍ରୟାସ ଏମିତି ଜାରି ରହୁ । ଜଗତର ନାଥଙ୍କ ପାଖରେ ଏତିକି ମିନତୀ । ସନ୍ତୋଷ କୁମାର ମହାନ୍ତି, ଗୁଣୁପୁର, ରାୟଗଡା