Category: ଶିଶୁ ସାହିତ୍ୟ

0

ଆସରେ ଗଢିବା ନୂଆ ଭାରତ – ଶରତ ଚନ୍ଦ୍ର ଜାଲି

Total Reading Count – 69 ଆସରେ ଗଢିବା ନୂତନ ଭାରତ ସଭିଏଁ ମିଳିତ ହେଇ ନୂତନ ଚେତନା ନବୀନ ଭାବନା ହୃଦୟେ ଉଠିବ ଚେଇଁ ॥ ଅଖଣ୍ଡ ଭାରତ ଖଣ୍ଡବିଖଣ୍ଡିତ ହେବାକୁ ତ ଦେବାନାହିଁ ମୁକ୍ତିର ବାରତା ସ୍ୱରାଜ୍ୟପତାକା ଉଡି ବାଣ୍ଟୁଥିବ ଯହିଁ ॥ ହିନ୍ଦୁ,ମୁସଲମାନ,ଶିଖ୍,ଖ୍ରୀଷ୍ଟିୟାନ...

0

କରିବା ପ୍ରକୃତି ରକ୍ଷା – ପ୍ରଣତୀ ମହାପାତ୍ର

Total Reading Count – 85 ବରଷକ ବାରମାସ ଛଅଋତୁ ସଭିଏଁ ଜାଣିଛେ ଆମେ, ଗୋଟେପରେ ଗୋଟେଆସନ୍ତି ଧରାକୁ ମଜ୍ଜି ରହି ନିଜ କାମେ। ହେଲେ ସାଙ୍ଗ ଆଉ କ୍ରମ ଅନୁଯାୟୀ ଆସନ୍ତିନି ଛଅଋତୁ, ଧରା ମାନବଙ୍କ ନାରକୀୟ କାଣ୍ଡେ ଏଠି, ବଳବତ୍ତ ଗ୍ରୀଷ୍ମଋତୁ । ସୌନ୍ଦର୍ଯ୍ୟମୋହରେ...

0

ଯୁକ୍ତାକ୍ଷର – ପ୍ରୀତିପ୍ରିୟା ମହାନ୍ତି

Total Reading Count – 121 କଙ୍କଣ, କୁଙ୍କୁମ, ଶଙ୍ଖାକୁ ଲଗାଇ ଚାଲିଯିବ ଶାଶୂଘର, ମଙ୍ଗୁଳି ବାବୁଙ୍କ ଅଲିଅଳୀ କନ୍ୟା ସଘଂମିତ୍ରା ବାହାଘର ।। ସରପଞ୍ଚ ପୁଅ ବାଞ୍ଛାପୁରର ସେ ସଞ୍ଜୟ ନାମ ତାହାର, ବିଞ୍ଝାରପୁରର ସଙ୍ଘମିତ୍ରା ସାଥେ ହୋଇବ ତା’ ବାହାଘର ।। ତଣ୍ଟିରେ ଛେପକୁ...

0

ଆମ ଭାରତ ମାତା – ଦେବବ୍ରତ ଜେନା

Total Reading Count – 113 ସବୁଜିମା ଭରା ସ୍ଵର୍ଣ୍ଣପ୍ରସୁ ଧରା ଆମ ଏ ଭାରତ ମାତା କଳା ଓ ସଂସ୍କୃତି ବିଭବରେ ପୂର୍ତ୍ତି ଗାଏ ବିଜୟର ଗାଥା ।। ଶୁଭ୍ର ହିମଗିରି ମୁକୁଟେ ମଣ୍ଡିତ ମହୋଦଧି ପାଦ ଧୁଏ ତରୁଲତା ,ନଦୀ ବନ ,ଉପବନ ସୁଷମାର...

0

ଆସ ଜାଣିବା ବର୍ଣ୍ଣମାଳା – ପ୍ରୀତିପ୍ରିୟା ମହାନ୍ତି

Total Reading Count – 85 ଅଳତା ଲଗାଇ ଅଞ୍ଜଳି ନାନୀ, ଅଜା ଘର ଯିବ ସଜ ହେଲାଣି। ଆଈ ହାତ ଗଢା ଆରିଶା ପିଠା, ଆହା କି ସୁଆଦ ଲାଗଇ ମିଠା। ଇଲିଶି ମାଛ ଯେ ସୁଆଦ ଭାରି, ଇଟାଟି ମାଟିରେ ହୁଏ ତିଆରି। ଈଶ୍ୱର...

0

ଶିଶୁଗଳ୍ପ – ଆସ ଲଗେଇବା ଗଛ – ଶରତ ଚନ୍ଦ୍ର ଜାଲି

Total Reading Count – 75 ନିପଟ ମଫସଲ ଗାଁଟିଏ । ଗାଁର ନାଁ ରାଇଜପୁର । ସେଇ ଗାଁର ଶେଷମୁଣ୍ଡରେ ଚାଳଛପର ଘରେ ରହୁଥିଲେ ବୁଢାଟିଏ ଓ ବୁଢୀଟିଏ ।ତାଙ୍କର ସନ୍ତାନସନ୍ତତି କେହି ନଥିଲେ । ଅଳ୍ପ ରୋଜଗାର ହେଲେମଧ୍ୟ ବୁଢାବୁଢୀ ଦୁହେଁ ଚଳିଯାଉଥିଲେ ।ବୁଢାକୁ...

1

ପର ବୁଦ୍ଧିରେ ମୃତ୍ୟୁ – ଲଳିତା ଜେନା

Total Reading Count – 71 ଧୋବ ଫର ଫର ବଗୁଲି ନାନୀ ରାସ୍ତାରେ ଯାଉଛି ଉଡ଼ାଇ କାନି ।। ପଛରୁ ଡାକିଲା ଭୁଆ ବିଲେଇ ଶୁଣିଯା ନାନୀ ମୁଁ ଡାକୁଛି ଭାଇ ।। ଆଜି ବେଳ ନାହିଁ ଯାଉଛି ଚାଲି ତୋର ସାଙ୍ଗେ ଦେଖାହେବଟି କାଲି...

0

ଆସ ପାଳିବା ଅଗଷ୍ଟ ପନ୍ଦର – ଦେବବ୍ରତ ଜେନା

Total Reading Count – 31 ଆସରେ ଭାଇ ଭଉଣୀ ଆମେ ପାଳିବା ଅଗଷ୍ଟ ପନ୍ଦର ପ୍ରାଧୀନତାର ଶିକୁଳିକୁ ଭାଙ୍ଗି ଗାଇବା ଏକତା ସ୍ୱର ।। ପୂର୍ବଜଙ୍କ ସୁସନ୍ତାନ ଆମେରେ ବହେ ଦେଶପ୍ରେମୀ ରକ୍ତ ଉତ୍ତରଦାୟାଦ ହୋଇ ଆମେ ଚାଲ ଗାଇବା ପ୍ରଶାନ୍ତି ଗୀତ ।। ଗାନ୍ଧୀ...

0

ଭାଇ ଭଉଣୀର ବନ୍ଧନ – ଲଳିତା ଜେନା

Total Reading Count – 23 ବରଷକେ ଥରେ ଆସିଛି ଆଜିରେ ଆମ ଓଡ଼ିଆ ଘର ପରବ । ଆମ ପରମ୍ପରା ବଜାଇ ରଖିବା ଆମ ଓଡ଼ିଆଙ୍କ ଗୈାରବ ।। ଭାଇ ଭଉଣୀର ପ୍ରୀତିବନ୍ଧନ ଏ ରାକ୍ଷୀତ ସୁରକ୍ଷା କବଜ । ଗୀତ ଗାଇ ଗାଇ ନାଚି...

0

ଅଜାଙ୍କର ମନ ବରା ଖାଇବାକୁ – ଲଳିତା ଜେନା

Total Reading Count – 27 ଅଜାଙ୍କର ମନ ବରା ଖାଇବାକୁ ଘରେ ନ ଥାଏ ଯେ ବିରି । ତର ତର ହୋଇ ଅଜା ଧାଇଁ ଗଲେ ବ୍ୟାଗ୍ ଟିଏ ହାତେ ଧରି । ହାଟରେ ଦେଖିଲେ ପିଲା ଦିନ ସାଙ୍ଗ ଚା ପିଆ ହେଲା...