Category: ପ୍ରତିଯୋଗୀତା

0

ଠାକୁରେ ଯାଉଛ କାହିଁ – ପ୍ରସନ୍ନ କୁମାର ମାଦଳା

Total Reading Count – 118 ଠାକୁରେ ଯାଉଛ କାହିଁ ରହିବ କି ଟିକେ ମାଗୁଅଛି ଭିକେ ଦୁଃଖ ଶୁଣାଇବା ପାଇଁ । ନବଦିନ ପାଇଁ ମନ୍ଦିରୁ ବାହାରି ସାରିଲ ତ ଯାତ୍ରା ଶୁଣିଲ କାହାରି ଆକୁଳ ଭାରତେ ସନ୍ତାନ ଆରତେ ସହନ୍ତି ଟାପରା ଟାହି ବାହୁଡି...

0

ରଥଯାତ୍ରା – କବିତା ପଟ୍ଟନାୟକ

Total Reading Count – 115 ରଥ ଗଡି ଚାଲେ ଚକ ଗଡି ଚାଲେ ଗଡି ଚାଲୁ ଥାଇ ଧନ ବଡ ଦାଣ୍ଡ ଶୋଭା କେଡେ ମନ ଲୋଭା ଯେବେ ରଥେ ବିରାଜଇ ଶ୍ୟାମ ଭାବର ନିକଟ ଅଭାବରେ ଦୂର ନେତ୍ର ତ ହୁଅଇ ଧନ୍ୟ ପାପି...

0

ଜଗମୋହନଙ୍କ ରଥଯାତ୍ରା – ରୋଜା ପଣ୍ଡା

Total Reading Count – 69 ରଥେ ହୋଇଛନ୍ତି ଉପବେଶନ ଆଜି ଆମ ପ୍ରଭୁ ଜଗମୋହନ ଖୁସିରେ ନାଚୁଛି ତାଙ୍କରି ମନ ଯିବାପାଇଁ ଗୁଣ୍ଡିଚା ଭବନ କୋଟି ଭକ୍ତ ଗଣ କରନ୍ତି ଗାନ ପ୍ରଭୁଙ୍କ ନାମର ଭକ୍ତି ଭଜନ ସରଧାବାଲିରେ ରଥ ଗଡ଼ିବ ଶଙ୍ଖ ହୁଳହୁଳି ବାଜି...

0

ରଥଯାତ୍ରା – ପ୍ରଭାତୀ ଦେବନାଥ

Total Reading Count – 86 ଆଷାଢ଼ ମାସର ଶୁକ୍ଳ ଦ୍ବିତୀୟାରେ ପଡ଼ିଥାଏ ରଥଯାତ୍ରା, ରଥଯାତ୍ରା ବୋଲି ଏ ବିଶ୍ବ ଜାଣଇ ଏଇତ ଜୀବନ ଯାତ୍ରା ।। ଆଗରେ ଚାଲନ୍ତି ପ୍ରଭୁ ବଳଭଦ୍ର ମଝିରେ ସୁଭଦ୍ରା ମାଆ, ପଛରେ ମୁଣ୍ତକୁ ହଲାଇ ହଲାଇ ଆସୁ ଥାନ୍ତିଟି କାଳିଆ...

1

ରଥଯାତ୍ରା – ଚିତ୍ତରଞ୍ଜନ ସାହୁ

Total Reading Count – 87 ଆସରେ ଆସ ସଖା ସଖୀ ମୋର ଯିବା ଆମେ ଶ୍ରୀକ୍ଷେତ୍ର, ରଥଯାତ୍ରାରେ ବାମନ ବେଶେ ଦେଖିବା ଜଗାକୁ ସତ। ଧନ୍ୟ ହୋଇବ ଜୀବନ ଆମ ଦେଖିଲେ ବାମନ ବେଶ, କାଳିଆ ଯେବେ କୃପା କରିବ ଦୂରେ ଯିବ ଅବଶୋଷ। ଲକ୍ଷେ...

0

ରଥଯାତ୍ରା – ସନ୍ତୋଷ ପଟ୍ଟନାୟକ

Total Reading Count – 95 ବଡ଼ଦିଅଁ ବୋଲି ସବୁ ବଡ଼ ହେଲା ଗାଧୁଆ ବି ବଡ଼ ତୁମ ଶହେ ଆଠ ଗରା ଗାଧୋଇବା ପଛେ ଭକ୍ତ ଦରଶନେ ମନ… ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ବିଧିମତେ ଗୋଧୋଇବା ଏହିପରା ତୁମ ପୂରୁବ ପ୍ରସ୍ତୁତି ରଥଯାତ୍ରା କରାଇବା…....

4

ଚିଠି ଦେଇଅଛି ଶ୍ରୀକ୍ଷେତ୍ରମଣି – ଅନାମ ଚରଣ ସାହୁ

Total Reading Count – 92 ଲୋ ମିତଣୀ ଚିଠି ଦେଇଅଛି ଶ୍ରୀକ୍ଷେତ୍ର ମଣି।0। ଭାଇଭଉଣୀଙ୍କୁ ସାଥିରେ ନେଇ ଘୋଷଯାତ କରେ ଜଗତ ସାଇଁ ଆଷାଢ଼ ଶୁକ୍ଳର ଦ୍ବିତୀୟା ତିଥି ଯିବା ପାଇଁ ସିଏ ଲେଖିଛି ଚିଠି ଦିନ ଯାଏ ମୋର ତିଥିକୁ ଗଣି।୧। ଟାହିଆ ହଲେଇ...

4

ଝୁଲି ଝୁଲି ଆସେ ରଥ – ଶୁଭକାନ୍ତ ସାହୁ

Total Reading Count – 99 ଝୁଲି ଝୁଲି ଆସେ ରଥ ବଳିଆ ସୁଭଦ୍ରା ପଛରେ ଆସୁଛି ହସି ହସି ଜଗନ୍ନାଥ। ହଲି ହଲି ଆସେ ରଥ, ଦେଶ ବିଦେଶରୁ ରଥଯାତ୍ରା ଦେଖି ଭିଡ଼ ବାନ୍ଧିଲେଣି ଭକ୍ତ। ଥିରି ଥିରି ଆସେ ରଥ ଘଣ୍ଟ ଖୋଳ ତାଳ...

0

ରଥଯାତ୍ରା – ହୃଷୀକେଶ ମିଶ୍ର

Total Reading Count – 44 ତୁ ରଥ ଯାତରା ମୋ ସୁନା ପସରା ଦ୍ବିତୀୟା ତିଥିରେ କରୁ, ମୋର ମହାଯାତ୍ରା ହେବରେ କାଳିଆ ଏ ଛାର ମାୟା ସଂସାରୁ। ଭଉଣୀ ଭାଇଙ୍କୁ ସଂଗେ ଘେନି ତୁହି ମାଉସୀ ବାଡିକୁ ଯାଉ, ସରଗ ଦୁଆର ମୋର ଲକ୍ଷ୍ୟ...

0

ରଥଯାତ୍ରା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

Total Reading Count – 36 ସମାଜର ବଡ଼ଦାଣ୍ଡେ ଜାତି ନନ୍ଦିଘୋଷ ସେ ରଥରେ ରଥୀ , ଏ ଜାତିର ନେତା କାଳିଆ ସାଆନ୍ତ କୋଟିପ୍ରାଣ ବିନ୍ଦୁ ଏକସ୍ରୋତେ ହୁଏ ପ୍ରବାହିତ; ସମୁଦ୍ର ସମାନ ଆଜି ଦିଶେ ବଡ଼ଦାଣ୍ଡ ଏକାକାର ସର୍ବେ ଯହିଁ ନାହିଁ ଜାତି, ଗୋତ୍ର...