Category: ଅଧିକ ପସନ୍ଦିତ ବିଷୟ

ବଣମଲ୍ଲୀର ମହକ ଅନଲାଇନ ପୋର୍ଟାଲର ଅଧିକ ପସନ୍ଦିତ ବିଷୟ ଗୁଡିକୁ ଏହିଠାରୁ ପଢନ୍ତୁ । ସର୍ବାଧିକ ପାଠକୀୟତା ଓ ବିଭିନ୍ନ ପ୍ରତିଯୋଗୀତା ମୂଳକ ଲେଖା ଗୁଡିକ ମଧ୍ୟରୁ ଅନେକ ନିର୍ବାଚିତ ଲେଖା ଗୁଡିକୁ ଏହିଠାରେ ପଢିବାକୁ ପାଇପାରିବେ ।

1

ପ୍ରବନ୍ଧ – ପ୍ରକୃତିର ଦାନ ଜଳ ଜୀବଜଗତର ପ୍ରାଣ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

Total Readers Views – 413 ମୌସୁମୀର ଆଗମନ, ବର୍ଷା ଋତୁର ଲହର, କେବେ କେବେ କଳାହାଣ୍ତିଆ ମେଘର ଘୂମନ୍ତ ଆକାଶ ଖଣ୍ତଖଣ୍ତ ବାଦଲରେ ଆଚ୍ଛାଦିତ ହୋଇ ପଡିଛିତ, ପୁଣି କେତେବେଳେ ସପ୍ତରଙ୍ଗର ଇନ୍ଦ୍ରଧନୁରେ ରଙ୍ଗିନ୍ ପାଲଟି ମନ୍ତ୍ରମୁଗ୍ଧ ପାଲଟି ଯାଉଛି । ସତରେ ଫୁଲେଇ ବର୍ଷାରାଣୀର...

0

କ୍ଷୁଦ୍ରଗଳ୍ପ – ଚକ୍ରବତ୍ – ସତ୍ୟ ପ୍ରକାଶ ସେଠୀ

Total Readers Views – 307 ମଣିଷ ପ୍ରେମର ପୂଜାରୀ । ଜ୍ଞାତରେ ହେଉ ବା ଅଜ୍ଞାତରେ, ସେ ଅନ୍ୟକୁ ପ୍ରେମ କରି ବସେ । ପ୍ରେମର ସଫଳତା ପାଇଲେ, ସେ କୃତିତ୍ୱର ପାହାଚ ଗୁଡ଼ାକ ଗୋଟାଏ ପରେ ଗୋଟାଏ ଚଢିଯାଏ । ମାତ୍ର ତହିଁରେ ବିଫଳ...

0

ମୃତ୍ୟୁ ପରେ – ଅଧ୍ୟାପିକା ସସ୍ମିତା ମିଶ୍ର

Total Readers Views – 419 ତୃପ୍ତ ମରଣ ଟିଏ ମରିପାରିଲି ନାହିଁ ଏଇ ଅବବୋଧରେ ଏଇ ଅବଶୋଷରେ ଏଇ ଅନ୍ତ’ଦହନରେ ଏଇ ଅତୃପ୍ତିରେ ଏଇ ଅବସାଦରେ ଶୁଷ୍କଜୀବନର ତରୁ ପତ୍ର ଝଡା ରେ ସ୍ବପ୍ନ ସବୁ ॥ ନା କାହା ଦେହରେ ଶିହରଣ ମୋ ପାଇଁ...

0

ଆପଣାର ବୋଲି – ରମେଶ ଚନ୍ଦ୍ର ମିଶ୍ର

Total Readers Views – 341 ଆପଣାର ବୋଲି ଭାବିବାରୁ ସିନା କେତେ କେତେ ଗାଳି ଦେଉଛି ଦୁଃଖ ବଳିଗଲେ ଆହା ଶୁଣିବାକୁ ସବୁ କଥା ଖୋଲି କହୁଛି ।୦ କିଏ ସିନା ତୋତେ ଠାକୁର ଭାବେରେ ସାଙ୍ଗ ବୋଲି ମୁଁ ଭାବେ ନିତି ଧାଏଁ କିଏ...

0

ବିଚିତ୍ରବର୍ଣ୍ଣା – ନିଶିକାନ୍ତ କହଲସିଂହ

Total Readers Views – 466 == ଏକ == ପାପ ତାପ ମୋର ବଇଶାଖି ବାଆ ତୁମକୁ ଦେଇଛି ସବୁ କେତେ ପାପୀଙ୍କର ପାପ ନେଇ ତୁମେ କେମିତି ରହିଛ ପ୍ରଭୁ, ହୋଇକି ଚନ୍ଦନ ବେଶ ମୋ’ ଅଳିଆ ମନ ଗୋଳିଆ ନରେନ୍ଦ୍ରେ ଚାପ ନାବ...

0

କ୍ଷୁଦ୍ରଗଳ୍ପ – କାଚ କଣ୍ଢେଇ – ରାଜେନ୍ଦ୍ର ଗିରି

Total Readers Views – 99 ଫଗୁଣ ମାସ ର ଶେଷ ଆଡକୁ, କମି ଗଲାଣି ଶୀତ ର ପ୍ରକୋପ, ଚାରିଆଡେ ବିଛାଡି ହୋଇ ପଡ଼େ ନୂଆ କରି ପାଚୁ ଥିବା ଫଳ ର ବାସନା ସାଂଗକୁ ପକ୍ଷୀ ମାନଙ୍କର ମଧୁର କୂଜନ, କ୍ଷୀଣ ହୋଇ ଅସିଲାଣି...

0

କ୍ଷୁଦ୍ରଗଳ୍ପ – କର୍ମ ହିଁ ଭଗବାନ – ନରେଶ କୁମାର ବେହେରା

Total Readers Views – 567 ବହୁତ ଦିନ ପରେ ମୁଁ ମୋ ନିଜ ଗାଁକୁ ଫେରିଛି । ଗାଁ ଆଜି ସହର ପାଲଟିଯାଇଛି । ଏଠିକାର ଦୋକାନ ବଜାର, ଘରଦ୍ଵାର, ରାସ୍ତାଘାଟ, ନାଳନର୍ଦ୍ଦମା ସବୁ ଓସାରିଆ ହୋଇଯାଇଛି ସତ; କିନ୍ତୁ ଲୋକଙ୍କର କିଛି ବି ପରିବର୍ତ୍ତନ...

0

କ୍ଷୁଦ୍ରଗଳ୍ପ – ମାଆ : ଏକ ସୁରକ୍ଷା କବଚ – ପ୍ରୀତିପ୍ରିୟା ମହାନ୍ତି

Total Readers Views – 453 ସକାଳୁ ସକାଳୁ ମା’ ବ୍ରଶରେ ପେଷ୍ଟ ଲଗଉ ଲଗଉ ସ୍ମିତାଲିନ ଉପରେ ଗରଜି ଉଠିଲେ ,କେତେ ଦିନ ଆଉ ଏମିତି ମୋ ଉପରେ ନିର୍ଭର କରିବୁ?ଏବେ ତ ନିଜ କାମ ନିଜେ କରିବା ଶିଖ୍।ତୋ ସାଙ୍ଗମାନଙ୍କ ଘରେ ଯାଇ ଦେଖି...

0

ସ୍ୱୟଂସିଦ୍ଧା – ସସ୍ମିତା ରାଉତ

Total Readers Views – 450 ଅନ୍ତର୍ଦାହରେ ଜର୍ଜରିତ ଅନ୍ତର ଅନ୍ତରଙ୍ଗ ଅନ୍ତରାତ୍ମା କରେ କ୍ରନ୍ଦନ ସହିବାର ଆଉ ସାମର୍ଥ୍ୟ ନାହିଁ ନରପିଶାଚ ମାନଙ୍କର ହୀନମନ୍ୟତା ବହୁତ ହୋଇଗଲା ନାଚାର ପଣ ବଳାତ୍କାର ଲୁଣ୍ଠନ ଅପମାନ ଜନ୍ମଗ୍ରହଣ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସହିଛି ପୁରୁଷର ମିଛ ଅହଙ୍କାର...

0

ପ୍ରବନ୍ଧ – ବିଶୃଙ୍ଖଳିତ ସାମାଜିକ ସ୍ଥିତିରେ ସାହିତ୍ୟିକର ଅଙ୍ଗୀକାରବଦ୍ଧତା – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

Total Readers Views – 519 ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ କାରଣ ସେ ହିଁ ଏକମାତ୍ର ଜୀବ କେବଳ ଚିନ୍ତା ଚେତନାର ଅଧିକାରୀ । କ୍ଷଣ ଭଙ୍ଗୁର ଜୀବନର ସୀମିତ ପରିଧି ମଧ୍ୟରେ ତା ଉପରେ ଥାଏ ଅନେକ ଦାୟିତ୍ଵର ବୋଝ । ଏନ୍ତୁଡିଶାଳରୁ ମଶାଣିର...