Generic selectors
Exact matches only
Search in title
Search in content
post
page
Filter by Categories
ପ୍ରାଚୀନ କାହାଣୀ
ବଣମଲ୍ଲୀ ୱେବ ପୋଷ୍ଟ

ଆଭାସୀ ମିଳନ

ଆଜିର ଇଣ୍ଟରନେଟ ଯୁଗରେ ପରସ୍ପର ସହିତ କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଭେଟିବା ଓ ଆଲୋଚନା କରିବା ଖୁବ ସହଜ । କାରୋନା ମହାମାରୀ ପରଠାରୁ ଏହାର ଆଦର ଢେର ବଢିଛି । ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଆଲୋଚନା ନିମନ୍ତେ ଭର୍ଚୁଆଲ ମିଳନରେ ଆମେ ସାହିତ୍ୟ ସଂସ୍କୃତି ଭିତ୍ତିକ ଆଲୋଚନା କରିପାରିବା । ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିମାସରେ ଗୋଟିଏ ଥର ବଣମଲ୍ଲୀର ମହକ ପକ୍ଷରୁ ଆଭାସୀ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ ।