ବଣମଲ୍ଲୀର ମହକ ନିର୍ଭୁଲ ଏବଂ ଉତ୍ତମ ମାନ ବହନ କରୁଥିବା ଲେଖା ପ୍ରକାଶନ ଉପରେ ଗୁରୁତ୍ଵ ଦେଇଥାଏ । ଆପଣଙ୍କ ଲେଖାଟି ପଠାଇବା ପୂର୍ବରୁ ନିମ୍ନୋକ୍ତ ନୀତି ନିୟମ ଗୁଡିକ ଉପରେ ଥରେ ଦୃଷ୍ଟି ପକାନ୍ତୁ ।
୧ – ବନାନଗତ ତ୍ରୁଟି ପରିଲକ୍ଷିତ ହେଉଥିବା ଲେଖା ଗୁଡିକୁ ସ୍ଥାନିତ କରାଯାଏ ନାହିଁ ।
୨ – ସମ୍ପାଦକ ମଣ୍ଡଳୀଙ୍କ ଚୟନ ପରେ ଲେଖାଟିକୁ ଏକ ସପ୍ତାହ ମଧ୍ୟରେ ଏହି ପୋର୍ଟାଲରେ ସ୍ଥାନିତ କରାଯାଇଥାଏ । ଏବଂ ପରବର୍ତ୍ତୀ ମାସର ପିଡିଏଫ ଇ-ବୁକ ସଂଖ୍ୟାରେ ମଧ୍ୟ ସ୍ଥାନ ପାଇଥାଏ ।
୩ – କୌଣସି ଅପ୍ରକାଶିତ ଲେଖା ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ ।
୪ – ଲେଖକଙ୍କ ଠିକଣା ନଥିବା ଲେଖା ଗୁଡିକୁ ବାଦ ଦିଆଯାଇଥାଏ ।
୫ – କୌଣସି ଲେଖାକୁ ନେଇ ଯଦି କିଛି ବିବାଦ କିମ୍ବା ଆଇନଗତ ସମସ୍ୟା ସୃଷ୍ଟି ହୁଏ, ସେଥିପାଇଁ ସମ୍ପୃକ୍ତ ଲେଖକ ଲେଖିକା ଦାୟୀ ଅଟନ୍ତି ।
୬ – ୱେବ-ଫର୍ମ ଦ୍ଵାରା ଲେଖା ପଠାଇବା ସମୟରେ କୌଣସି ବୈଷୟିକ ତ୍ରୁଟି ଉପୁଜୁଥିଲେ, ନିମ୍ନ ପ୍ରଦତ୍ତ ହ୍ଵାଟସଆପ ଆଇକନ ଉପରେ କ୍ଲିକ କରି ଲେଖାଟି ପଠାଇପାରିବେ ।
ଠିକଣା : ମଙ୍ଗଳାଯୋଡି, ଖୋରଧା, ଓଡିଶା - ୭୫୨୦୨୩
ଇମେଲ ଠିକଣା : mail@banamalli.org