Tagged: ଛବି ଦେଖନ୍ତୁ କବିତା ଲେଖନ୍ତୁ

ଛବିଟିଏ ଦେଖି କବିତା ଲେଖିବା ହେଉଛି ଏହି ପ୍ରତିଯୋଗିତାର ବିଶେଷତ୍ଵ । କବିର ସୃଜନଶୀଳତାର ଅଭିବୃଦ୍ଧି ଦିଗରେ ଏହି ପ୍ରତିଯୋଗୀତାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଥିଲେ ଏହାର ନିୟମାବଳୀ ଏହି ଲିଙ୍କରେ କ୍ଲିକ କରି ପଢନ୍ତୁ.. SEE THE RULE

0

ଶ୍ରୀ ଗଣେଶ – ଅନାମ ଚରଣ ସାହୁ

Total Readers Views – 94 ଆହେ ପ୍ରଭୁ ଗଜାନନ ଛନ୍ଦା ଚରଣେ ମୋ ମନ ଦୀନ ଅକିଞ୍ଚନ ନର,ମାୟାରେ ବନ୍ଧା ତୁମେ ପରା ଗଣ ଈଶ ବୁଦ୍ଧି ସିଦ୍ଧି ତୁମ ବଶ ପଣ୍ଡିତ ହିତେ ତୁମରି ପୟର ଛନ୍ଦା ସେହି ପାଦେ ବିନତି ମୋର ବିଘିନ...

0

ତୁମକୁ କରିବି ପୂଜା – ପ୍ରକାଶ କୁମାର ଚାନ୍ଦ

Total Readers Views – 230 ବାପଙ୍କୁ କହିଛି ବଜାରୁ ଆଣିବେ ଭୋଗ ରାଗ ଫଳମୂଳ ମାଆକୁ କହିଛି ସଜାଡି ରଖିବ ଗୁଆ ସାଥେ ଆମ୍ବଡାଳ । ସକାଳ ପହରୁ ଭାଇ ମୋର ଉଠି ଲାଗିଅଛି ପୂଜା କାମେ ସଜେଇ ରଖିଛୁ ପୂଜା ମଣ୍ଡପକୁ ଆସିବ ବୋଲି...

1

ଆହେ ଗଜାନନ – ପ୍ରୀତିପ୍ରିୟା ମହାନ୍ତି

Total Readers Views – 278 ଆହେ ବିନାୟକ ବିଦ୍ୟା ପ୍ରଦାୟକ କି ବର୍ଣ୍ଣବି ତୁମ ଗାଥା, ମୁଁ ଯେ ବୁଦ୍ଧିହୀନ ଦିଅ ଦିବ୍ୟଜ୍ଞାନ ଖୋଜି ପାଏ ନାହିଁ ପନ୍ଥା। ଗୌରୀ ନନ୍ଦନ ଆହେ ଗଜାନନ ମୂଷିକ ବାହନେ ବସି, ଭାଦ୍ରବ ମାସରେ ଶୁକ୍ଳ ଚତୁର୍ଥୀରେ ଉଭା...

0

ଜୟ ଜୟ ଗଣପତି – ପ୍ରଣତି ମହାପାତ୍ର

Total Readers Views – 260 ଜୟଜୟ ଗଣପତି ଗଉରୀ ସୁପୁତ୍ର ଶିବ ସୁତ ବିନାୟକ, ବିଘ୍ନହର୍ତା ପୁଣି ତୁମେ ବିଘ୍ନେଶ୍ଵର, ପାଦେ କୋଟି ପ୍ରଣିପାତ। ଅଗ୍ରପୂଜ୍ୟ ତୁମେ ଅମ୍ବରୀଶ ଆହେ ମହାବୀର ଗଜାନନ, ତୁମେ ବକ୍ରତୁଣ୍ଡ ସିଦ୍ଧିବିନାୟକ ବିଦ୍ୟାଦାତା ଦିଅ ଜ୍ଞାନ। ସର୍ବ ଦେବାଦେବୀ ଆୟୂଧରେ...

0

ଆହେ ଵିଘ୍ନ ବିନାଶନ – ବୀରେନ୍ କୁମାର ବେହେରା

Total Readers Views – 143 ଆହେ ଗଣପତି ଆହେ ଲମ୍ବୋଦର, ଆହେ ବିଘ୍ନବିନାଶନ । ଆମ ସମାଜରୁ ଅଜ୍ଞାନ ହଟେଇ, ଭରିଦିଅ କିଛି ଜ୍ଞାନ ।। କୁସଂସ୍କାର ଆଉ ଅନ୍ଧ ବିଶ୍ଵାସକୁ, ସମୂଳେ କର ବିନାଶ । ଅଜ୍ଞାନ ତିମିରେ ଆଜିବି ହଜିଛି, ଆଜିର ଏହି...

0

ଗଣେଶ ବ୍ରତ – ଲଳିତା ଜେନା

Total Readers Views – 242 ଏ ଶୁଭ ସକାଳ ଆସିଛି ଆଜିରେ ହାତେ ଭୋଗ ଥାଳି ଧରି ସକାଳୁ ସକାଳୁ ପିଲାଏ ଯାଆନ୍ତି ଖୁସି ରେ ମନଟି ଭରି || ଗଣେଶ ବ୍ରତକୁ ପାଳିବା ଆସରେ ସଭିଏଁ ଭାଇ ଭଉଣୀ ଜାତି ଭେଦ ଭୁଲି ଯିବା...

0

ଆହେ ଗଜାନନ – ପ୍ରଭୁଦତ୍ତ ପ୍ରଧାନ

Total Readers Views – 239 ଆହେ ଗଜାନନ,ତୁମ ମୂଷିକ ବାହନ କେତେ ଖୁସିରେ ନାଚନ୍ତି ଦେଖ ହାତେ ଲଡୁ ଧରି, ଖୁସିରେ କୁହନ୍ତି ମୋ ପ୍ରଭୁ ଆସିଲେଣି ଦେଖ….. ଦୁଃଖ ନାସିବାକୁ,ମୋ ଗଣପତି ଆସିଛନ୍ତି ଧରା ଧାମ ଦୁଃଖ ଦୁର୍ଦଶା ସବୁ ଛାଡ଼ିଣ ପଳାଏ ଶୁଣିଦେଲେ...

3

ସ୍ମୃତିରେ ତେଜସ୍ୱୀ – ସଦାନନ୍ଦ ସାହୁ

Total Readers Views – 397 ହେ ତେଜସ୍ୱୀ ପୁରୁଷ ସର୍ବ ମାନ୍ୟ ପୁତ୍ର ଶତାବ୍ଦୀର ଶେଷ ସୂର୍ଯ୍ୟ ; ଅଟଳ ଯୁଗର ହେଲା ଅବସାନ ତୁଟିଗଲା ସବୁ ଧର୍ଯ୍ୟ !!! ବର୍ଷିୟାନ ନେତା ମହା ରାଜନେତା ସୁଯୋଗ୍ୟ ସନ୍ତାନ କଵି ; କାହିଁଗଲ ହଜି ଅଟଳ...

0

ଚିରସ୍ଥାୟୀ ତୁମ ସ୍ମୃତି – ମିଥୁନ ସାହୁ

Total Readers Views – 406 ହୃଦୟେ ତୁମର ଥିଲା ଦେଶଭକ୍ତି ମହାନ ତୁମ କରମ, ପୁଣି ଆଉଥରେ ଏ ଧରା ପୃଷ୍ଠରେ ନିଅ ହେ ତୁମେ ଜନମ,,।। ତୁମକୁ ଆଜି ଏ ସମଗ୍ର ଭାରତ ଝୁରନ୍ତି ଜନତା କେତେ, ମନେ ପଡୁଅଛି ଅତୀତର ସ୍ମୃତି ଛାଡି...

0

ପୁଣ୍ୟ ଭାରତର ଅଜାତଶତ୍ରୁ – ଜୟଶ୍ରୀ ପଟ୍ଟନାୟକ

Total Readers Views – 496 ପୁଣ୍ୟ ଭାରତର ଅଜାତଶତ୍ରୁ ଭାରତରତ୍ନ ହେ ତୁମେ କୋଟି କଣ୍ଠୁ ଆଜି ଗୁଞ୍ଜରିତ ହୁଏ ଅଟଳ ଅମର ତୁମେ ।1। ରାଷ୍ଟ୍ରନେତା ହୋଇ ସଂସଦ ଆକାଶେ ଧ୍ରୁବତାରା ଥିଲ ତୁମେ ପୋଖରାନ ଆଉ କାର୍ଗିଲ ବିଜୟର ନାୟକ ବି ଥିଲ...