ଓଡିଆ ସାହିତ୍ୟ ଓ ସଂସ୍କୃତିର ମୋହରେ ପ୍ରେରିତ ହୋଇ, ଆମେ ଆପଣଙ୍କ ସୃଜନାତ୍ମକ ଭାବନାକୁ ସ୍ୱାଗତ କରୁଛୁ । ଓଡ଼ିଆ ଭାଷାର ଗଭୀର ଦାର୍ଶନିକତା, ଜୀବନ ଦର୍ଶନ, ଲୋକସଂସ୍କୃତି ଓ ପାରମ୍ପରିକ ଗାଥାଗୁଡ଼ିକୁ ଆଧାର କରି ଆପଣ ଯେଉଁ ସାହିତ୍ୟ ରଚନା କରୁଛନ୍ତି – କବିତା, ଗଳ୍ପ, ଉପନ୍ୟାସ, ସାଂସ୍କୃତିକ ଲେଖା ଓ ନିବନ୍ଧ ଗୁଡ଼ିକୁ ଏଠି ଦାଖଲ କରି ଏହି ମଞ୍ଚରେ ଯୋଡି ହୁଅନ୍ତୁ । ଆସନ୍ତୁ, ଏହି ମଞ୍ଚକୁ ଆମେ ନିଜର ଚିନ୍ତା ଚେତନା ଓ ସୃଜନାଶୀଳତାର ଆଧାର ଓ ଅଭିଜ୍ଞତାର ଗଭୀରତାରେ ଗଢ଼ି ତୋଳିବା ।