ସମ୍ପର୍କ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତର ଏକ ନିଆରା ଅଭିଯାନ । ଏହା ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ମତାମତ, ସମସ୍ୟା ସମ୍ପର୍କିତ ପ୍ରଶ୍ନ କିମ୍ବା ସାହାଯ୍ୟ, ଏହି ଅଭିଯାନ ସମ୍ପର୍କିତ କୌଣସି ପାଠକୀୟ ଅଭିମତ ପ୍ରଦାନ କରିବାକୁ ଚାହୁଁଥିଲେ ନିମ୍ନ ପ୍ରଦତ୍ତ ୱେବ-ଫର୍ମ, ଇ-ମେଲ କିମ୍ବା ହ୍ଵାଟସଆପ ମାଧ୍ୟମରେ ପ୍ରଦାନ କରନ୍ତୁ । ଆପଣଙ୍କ ସନ୍ଦେଶ ସହିତ ନିଜର ନାମ ଓ ଠିକଣା ଲେଖିବାକୁ ଭୁଲନ୍ତୁ ନାହିଁ । ସମସ୍ୟା ଗୁଡିକୁ ଆମେ ସୁଧାରିବାକୁ ଚେଷ୍ଟା କରିଥାଉ । କିଭଳି ସହଜରେ ଏହି ୱେବପୋର୍ଟାଲକୁ ପଢି ପାରିବେ ଏବଂ ନିଜର ଲେଖା ଯୋଗ କରିପାରିବେ ସେ ଦିଗରେ ବଣମଲ୍ଲୀର ମହକର ସର୍ବଦା ଯତ୍ନଶୀଳ ଅଟେ । ଏହାଛଡା ସ୍ଵତନ୍ତ୍ର ପାଠକୀୟ ଅଭିମତ ଗୁଡିକୁ ଏହି ୱେବପୋର୍ଟାଲ ଟେଷ୍ଟିମୋନିଆଲରେ ପ୍ରଦର୍ଶିତ ହୋଇଥାଏ ।


WhatsApp : 9861616126
Email : emagazine@banamalli.org