Categories
Journal Poetry

ହେ ବ୍ରହ୍ମାଣ୍ତ ଠାକୁର

କବି – ଗୌତମ ମଲ୍ଲିକ
ତଳିହା, ରାମବାଗ, ଯାଜପୁର
ମୋ – ୭୪୩୯୬୯୩୧୯୫

Article No. BMM2026/134
Received On 04.02.2026
Published On 03.03.2026

ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041

ସାରାଂଶ

ଏହି କବିତାରେ କବି ବିଶ୍ୱପିତା ପ୍ରଭୁଙ୍କୁ ନିଜର ଭକ୍ତିଭାବନାରେ ପ୍ରାର୍ଥନା କରିଛନ୍ତି । କବିଙ୍କ ଧାରଣାରେ ପ୍ରଭୁଙ୍କ କୃପାରେ ସେ ଏହି ସୁନ୍ଦର ସଂସାରକୁ ଦେଖି ପାରିଛନ୍ତି । ପ୍ରଭୁ ଅସଂଖ୍ୟ ଗ୍ରହ, ସୂର୍ଯ୍ୟ ଓ ତାରା ସୃଷ୍ଟି କରି ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡକୁ ଆଲୋକିତ କରିଛନ୍ତି । କ୍ଷୁଦ୍ର କୀଟପତଙ୍ଗ ଠାରୁ ଆରମ୍ଭ କରି ବଡ଼ ବଡ଼ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତ ସୃଷ୍ଟି ପ୍ରଭୁଙ୍କ ଦ୍ଵାରା ସୃଷ୍ଟି । ସେ ବିଶ୍ଵ ନିୟନ୍ତାଙ୍କୁ ଦୟା ଓ କୃପାର ସାଗର ବୋଲି ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି । ପାପରୁ ମୁକ୍ତ କରି ସମସ୍ତଙ୍କ ଜୀବନକୁ ସୁଖମୟ କରିବାକୁ ସେ ପ୍ରାର୍ଥନା କରୁଛନ୍ତି ଏହି କବିତାରେ । ଶେଷରେ କବି ପ୍ରଭୁଙ୍କ ଶ୍ରୀଚରଣରେ ନମନ କରି ତାଙ୍କର ଆଶୀର୍ବାଦ ଦ୍ୱାରା ଜୀବନର ସମସ୍ତ ବିପଦ ଦୂର ହେଉ ବୋଲି ଆଶା କରୁଛନ୍ତି । ଏହି କବିତା ପ୍ରଭୁଙ୍କ ସୃଷ୍ଟିଶକ୍ତି, ଦୟା ଓ କୃପାକୁ ସ୍ତୁତି କରିଥିବା ଏକ ଭକ୍ତିମୟ ପ୍ରାର୍ଥନା ଅଟେ.. ।

Share with friends: