Categories
Journal Poetry

କଣ୍ଟ୍ରାଷ୍ଟ

Open Access Journal 768x74

କବି – ସ୍ୱର୍ଣ୍ଣ ରଥ ମହାପାତ୍ର
ବିଜୟା ଗାର୍ଡେନ, ଜାମସେଦପୁର, ଝାରଖଣ୍ଡ

Article No. BMM2026/128
Received On 04.02.2026
Published On 03.03.2026

End Line Of Article 768x5
ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041

End Line Of Article 768x5
ସାରାଂଶ

କବିଙ୍କ ବର୍ଣ୍ଣନାରେ ସବୁ ସକାଳ ସବୁବେଳେ ଖୁସି ଓ ଆଲୋକ ନେଇ ଆସେ ନଥାଏ । ଜୀବନରେ କେବେ କେବେ ସନ୍ଦେହ, ଅଭିମାନ ଓ ବିଭିନ୍ନ ସମସ୍ୟା ଆସି ଜୀବନର ସବୁ ସୁଖକୁ ଦୂରକୁ ଠେଲି ଦେଇଥାଏ । ଦିନକୁ ଦିନ ଦୁଃଖ ଓ ସମସ୍ୟାଗୁଡିକ ବଢି ବଢି ଚାଲେ ଏବଂ ସେଗୁଡିକୁ ସମ୍ମୁଖୀନ ହେବାରେ ସମୟ ଯେ କେମିତି କଟିଯାଏ ଜଣା ପଡ଼େ ନାହିଁ । ତଥାପି କବି ତାଙ୍କ ପ୍ରିୟତମଙ୍କୁ କହୁଛନ୍ତି ଯେ, ଅଭିଯୋଗ କରିବା ଅପେକ୍ଷା ଆଶା ଓ ସ୍ୱପ୍ନକୁ ନେଇ ଏକାସାଥିରେ ଆଗକୁ ବଢ଼ିବା । ପ୍ରାତଃ ଭ୍ରମଣ ପରି ନୂଆ ଆଶା ସହିତ ଜୀବନକୁ ଜିଇଁଲେ ଜୀବନ ପୁନର୍ବାର ସଜାଡି ହୋଇଯାଏ । ପ୍ରତ୍ୟେକଙ୍କ ମନ ଓ ଭାବନା ଭିନ୍ନ ହୋଇପାରେ ସତ, କିନ୍ତୁ ପ୍ରେମରେ ଅଧିକ ମେଳ ଅମେଳ ଖୋଜିବା ଠିକ ନୁହେଁ । ଏହି କବିତାଟି ପ୍ରେମ, ଆଶା ଓ ସାଥୀ ହୋଇ ଆଗକୁ ବଢିବାର ମହତ୍ତ୍ୱକୁ ଉପସ୍ଥାପନ କରେ.. ।

Share with friends: