କବି – ଲିଜାଲିନ୍ ରାଉଳ
ଛଚିନା, ନୂଆହାଟ, କେନ୍ଦ୍ରାପଡ଼ା
ମୋ – ୮୪୫୭୯୬୮୭୦୮
Article No. BMM2026/125
Received On 02.02.2026
Published On 03.03.2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041
ସାରାଂଶ
ଏହି କବିତାରେ କବି ପ୍ରେମର ପ୍ରକୃତ ଅର୍ଥ ଓ ସାଂପ୍ରତିକ ସମାଜରେ ତାହାର ବିକୃତ ରୂପକୁ ତୁଳନା କରିଛନ୍ତି । କବିଙ୍କ ଦୃଷ୍ଟିରେ ପ୍ରେମ ହେଉଛି ଜ୍ୱଳନ୍ତ ଅଗ୍ନିରେ ଜୀବନ୍ତ ଦଗ୍ଧ ହେବା ପରି ଏକ ଗଭୀର ଏବଂ ବ୍ୟଥାମୟ ଅନୁଭୂତି । ପୁରୁଣା କାଳରୁ ପ୍ରେମରେ ଧୋକା ଓ ପ୍ରତାରଣା ଦେଖାଯାଇଛି ସତ କିନ୍ତୁ ଆଜିର ସମୟରେ ପ୍ରେମକୁ ଅସ୍ଥାୟୀ ଏବଂ ଅଢେଇ ଦିନିଆ ଭାବନାରେ ଦେଖାଯାଉଛି । ଅନେକ ବ୍ୟକ୍ତି ହୃଦୟକୁ ଖେଳନା ସଦୃଶ ବ୍ୟବହାର କରି, ଦୈହିକ ସୁଖକୁ ହିଁ ପ୍ରେମ ବୋଲି ଭାବନ୍ତି । କିନ୍ତୁ କବିଙ୍କ ମତରେ ପ୍ରେମ ହେଉଛି ମନର ମିଳନ ଓ ଆତ୍ମାର ସଂଯୋଗ । ଏହି ପବିତ୍ର ପ୍ରେମକୁ ଖୋଜିବାରେ ଆଜିର ପ୍ରେମୀମାନେ ଅନେକାଂଶରେ ପ୍ରତାରିତ ହେଉଛନ୍ତି । ସମାଜରେ ପ୍ରେମ ଯେମିତି ଏକ ବଜାର ଜିନିଷ ହୋଇ ପଡ଼ିଛି, ଯେଉଁଠାରେ ହୃଦୟର ସଉଦା ହେଉଛି । ତଥାପି ସମସ୍ତ ପ୍ରେମୀ ଏକରକମ ନୁହନ୍ତି ବୋଲି କବି ଶେଷରେ ସ୍ପଷ୍ଟ କରିଛନ୍ତି.. ।
