କବି – ରାମଚନ୍ଦ୍ର ପ୍ରଧାନ
ଶିକ୍ଷକ, ଟେକ୍ନିକାଲ୍ ହାଇସ୍କୁଲ୍ ଆସିକା, ଗଞ୍ଜାମ
ସାନ୍ତରାପଲ୍ଲୀ, କନିଆରୀ, କବିସୂର୍ଯ୍ୟ ନଗର
ମୋ – ୯୮୬୧୬୩୮୭୩୬
Article No. BMM2026/118
Received On 01.02.2026
Published On 03.03.2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041
ସାରାଂଶ
ଏହି କବିତାରେ କବି ନିଜ ପ୍ରିୟଜନଙ୍କୁ କହୁଛନ୍ତି, ଯଦି ସେ ମରିଯାଆନ୍ତି, ତେବେ ପ୍ରିୟଜନମାନେ କେବେ ଦୁଃଖରେ ଭାଙ୍ଗି ପଡ଼ିବା ଉଚିତ୍ ନୁହେଁ । ସେ ତାଙ୍କୁ କାନ୍ଦିବାକୁ, ଉପାସ ରହିବାକୁ କିମ୍ବା ଜୀବନରେ ହାର ମାନିବାକୁ ବାରଣ କରୁଛନ୍ତି । ପୁରୁଣା ସ୍ମୃତିରୁ ଶକ୍ତି ସଂଗ୍ରହ କରି ଜୀବନର ସମସ୍ତ ବାଧାବିଘ୍ନ ସହି ନିଜକୁ ସର୍ବଦା ଦୃଢ଼ ରହିବାକୁ ପରାମର୍ଶ ଦେଇଛନ୍ତି । ସେ ତାଙ୍କ ପିଲାମାନଙ୍କୁ ଭଲପାଇବା ସହ ଦେଖାଶୁଣା କରିବାକୁ ଓ କେବେ ତାଙ୍କ ଅନୁପସ୍ଥିତିର ଅଭାବ ଅନୁଭବ କରିବାକୁ ଦେବା ଉଚିତ ନୁହେଁ ବୋଲି କହିଛନ୍ତି । ଖାଇବା ପିଇବା ଛାଡ଼ି ଦୁଃଖରେ ନିଜକୁ କଷ୍ଟ ଦେବାକୁ ସେ ନିଷେଧ କରିଛନ୍ତି । କବିତାର ମୂଳ ସାରଂଶ ହେଉଛି, ପ୍ରକୃତ ପ୍ରେମ କେବଳ ଶାରୀରିକ ଉପସ୍ଥିତିରେ ନୁହେଁ, ସ୍ମୃତି ଓ ଆତ୍ମିକ ସମ୍ପର୍କରେ ହିଁ ପ୍ରକୃତ ପ୍ରେମ ପ୍ରତିଫଳିତ ହୁଏ । ମୃତ୍ୟୁ ପରେ ମଧ୍ୟ ସେ ପ୍ରିୟଜନଙ୍କ ସ୍ନେହମୟ ସ୍ପର୍ଶ ଅନୁଭବ କରିପାରିବେ ବୋଲି ଆଶ୍ୱାସନା ଦେଇଛନ୍ତି..। ..।
