Categories Journal Story ଉତ୍ତମ ବୁଦ୍ଧି Post author By Editor Post date March 3, 2026 ଗାଳ୍ପିକ – ଅଭୟ କୁଣ୍ଡସହକାରୀ ଶିକ୍ଷକ, ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟପଡିଆଭଙ୍ଗା, ତାଳଚେର, ଅନୁଗୋଳମୋ – ୯୫୫୬୯୮୯୭୨୩Article No. BMM2026/003Received On 06.02.2026Published On 03.03.2026 READ FULL ARTICLE ARTICLE INDEX ପ୍ରକାଶନ ବିବରଣୀ ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬Volume No.02, Issue No.03 – March 2026ISSN : 3108-2041 DOWNLOAD ➡ FULL MAGAZINE ସାରାଂଶ ଏସବୁକୁ ଲକ୍ଷ୍ୟ କରୁଥିଲେ ଦୁଇ ଜଣ ଚିତାବାଘ । ଅନ୍ୟ ଜଙ୍ଗଲର ପଶୁଙ୍କୁ ନିଜ ଜଙ୍ଗଲରେ ଦେଖି ତାଙ୍କ ମନରେ ସନ୍ଦେହ ଜାତ ହେଲା । ସଙ୍ଗେ ସଙ୍ଗେ ସେମାନଙ୍କୁ ଧରି ନେଇ ରାଜାଙ୍କ ନିକଟରେ ହାଜର କଲେ । ବିଲୁଆ ଦୁଇ ଜଣ କଣ କରିବେ ଓ କଣ କହିବେ ସେ ବିଷୟରେ ଉପାୟ ଚିନ୍ତା କରୁଥାନ୍ତି । ମହାରାଜା ସିଂହ ଯେତେବେଳେ ସେମାନଙ୍କୁ ପ୍ରଶ୍ନ କଲେ “ତୁମେମାନେ ଏ ଜଙ୍ଗଲକୁ ଆସିବାର ଅଭିପ୍ରାୟ କଣ?” ତୁମେମାନେ ଏ ଜଙ୍ଗଲରେ ଅନଧିକାର ପ୍ରବେଶ କରିଛ । ତେଣୁ ତୁମମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ.. । Share with friends: ← ଭାଲେଣ୍ଟାଇନ୍ ସପ୍ତାହର ସମାଜତାତ୍ତ୍ୱିକ ଏବଂ ଆର୍ଥିକ ବିଶ୍ଳେଷଣ → ପ୍ରୀତି