Categories Journal Poetry ଦୁହିତା Post author By Editor Post date April 1, 2026 ଅଧ୍ୟାପକ ପ୍ରକାଶ ବିଶ୍ଵାଳଓଡିଆ ବିଭାଗ, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟଜାମଶୂଳୀ, ବସ୍ତା, ବାଲେଶ୍ଵରମୋ – ୯୦୭୮୧୦୫୩୬୨Article No. 83261Article Received On: 08-03-2026Article Published On: 01-04-2026 READ FULL ARTICLE ARTICLE INDEX ପ୍ରକାଶନ ବିବରଣୀ ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬Volume No.02, Issue No.04 – April 2026ISSN : 3108-2041 DOWNLOAD ➡ FULL MAGAZINE ସାରାଂଶ ଏହି କବିତାରେ ନାରୀର ଜୀବନ ଯାତ୍ରାକୁ ସୁନ୍ଦରଭାବେ ବର୍ଣ୍ଣନା କରାଯାଇଛି । ସେ ଦଶ ମାସ ମାଆ ଗର୍ଭରେ ରହି ପୃଥିବୀରେ ଜନ୍ମ ନେଇ ଦୁହିତା ଭାବେ ପରିଚୟ ପାଇଥାନ୍ତି । ଶିଶୁ ସମୟରେ ସେ ପ୍ରଥମେ ପିତା ମାତାଙ୍କ ହାତ ଧରି ଚାଲିବା ଶିଖେ । ବଡ଼ ହେବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ସଂସାର ଗଢ଼େ, ଆଉ ଗୋଟିଏ ପରିବାରରେ ନିଜର ପରିଚୟ ତିଆରି କରେ । ସମୟ କ୍ରମେ ସେ ନିଜେ ମାଆ ହୋଇ ନିଜର ସନ୍ତାନଙ୍କୁ ସେଇ ସ୍ନେହ ଓ ମମତା ଦେଇଥାଏ, ଯାହା ସେ ନିଜେ ପାଇଥିଲା । ଝିଅଟିଏ ସବୁବେଲେ ଦୁଇ କୁଳର ହିତ କରିଥାଏ । ଏହି କବିତା ଝିଅଟିଏର ମହତ୍ତ୍ୱ ପ୍ରତିପାଦିତ ହେବା ସହିତ ନାରୀର ଜୀବନଯାତ୍ରାକୁ ଉଜାଗର କରିଛି.. । Share with friends: ← ନରସିଂହ ଅବତାର → ବସନ୍ତର ପ୍ରିୟତମା